କେନ୍ତା କରି ଗୁଟେ ଗୋଡନେ ଖେଲ୍ ଦେଖାଲେ ଦିଦି

0

ପଶ୍ଚିମ ବଙ୍ଗନେ ଫେର୍ ଥରେ ଦେଖବାରକେ ମିଲିଛେ ମମତା ବାନାର୍ଜୀକଁର୍ ମ୍ୟାଜିକ୍ । ମମତା ବାନାର୍ଜୀ ବହୁ ମତ୍ ହାସଲ୍ କରିଛନ୍ । ଇ ସବୁ ଦେଖଲେ ଲାଗୁଛେ ଇହାଦେ ବି ମମତାକଁର୍ ଉପରେ ଏକା ଭରସା କରୁଛନ୍ ପଶ୍ଚିମ ବଙ୍ଗର ଲୋକ୍ । ତାକଁର୍ ଜିତବାର୍ ନେଇ ଆଘୋନୁ ସଭେ ଅନୁମାନ୍ କରୁଥିଲେ ବି ଇଥର ଏତେ ସହଜ୍ ନାଇଁ ଥାଇର୍ । ତ ସବୁ ପ୍ରକାର ମୁସ୍କିଲ ଭିତରେ କେନ୍ତା ଗୁଟେ ଗୁଡେ କେନ୍ତା ଜିତଲେ ମମତା ବାନାର୍ଜୀ ଦେଖମା ଇ ଭିଡିଓନେ

Leave A Reply

Your email address will not be published.