ଗୋପାଲପୁର୍ ନୁ ସମ୍ବଲପୁର୍ ର ରେଲ୍ ଯୋଗାଯୋଗ୍ ଲାଗି ଶେଷ୍ ହେଲା ସର୍ଭେ

0

ଗୋପାଲପୁର୍‌-ସମ୍ବଲପୁର୍ ରେଲ୍ ଯୋଗାଯୋଗ୍ ଲାଗି କାଲି ସର୍ଭେ ଶେଷ୍ ହେଇଛେ । ଆଗରୁ ଦକ୍ଷିଣ୍ ପଶ୍ଚିମ୍ ନେ ରେଲପଥ୍ ସଂଯୋଗ୍ ଲାଗି ପ୍ରସ୍ତାବିତ୍ ହେଇଥିଲା ।ହେଲେ କାଲି ତାର୍ ଏୟାର୍ ସର୍ଭେ ଶେଷ୍ ହେଇଯାଇଛେ ଆର୍ ସର୍ଭେ ରିପୋର୍ଟ କେ ନୀତି ଆୟୋଗ୍ କେ ପଠାଯାଇଛେ । ନୀତି ଆୟୋଗ୍ ର ମଞ୍ଜୁରୀ ମିଲବାର୍ ଉତାରୁ କାମ୍ ଆରମ୍ଭ କରାଯିବା ବଲିକରି ସୂଚନା ମିଲିଛେ ।

ଇ ପ୍ରକଲ୍ପ କେ ନୀତି ଆୟୋଗ୍ ଆଡୁ ଜଲ୍‌ଦି ମଞ୍ଜୁରୀ କରାଯାଉ ବଲି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ୍ ଆଡୁ ଦାବି କରାଯାଇଛେ । ଇ ପ୍ରକଲ୍ପ ନେ ୧୬ ଟା ରେଲୱେ ଷ୍ଟେସନ୍ , ୮ଟା ଟନେଲ୍ ଆର୍ ୨୨୨ ସେତୁ ତିଆରି କରାଯିବା । ଗୋପାଲପୁର୍‌-ସମ୍ବଲପୁର୍ ରେଲ୍‌ପଥ୍ ତିଆରି ହେଲେ ସମ୍ବଲପୁର୍ , ଗଞ୍ଜାମ୍ ,ବୌଦ୍ଧ୍ ଆର୍ କନ୍ଧମାଲ୍ ଜିଲ୍ଲାର୍ କଲା, ସଂସ୍କୃତି,ବାଣିଜ୍ୟ ଆର୍ ପରିବହନ୍ କ୍ଷେତ୍ରନେ ବହୁତ୍ ଉନ୍ନତି ହେବା ବଲିକରି କୁହାଯାଇଛେ ।

Leave A Reply

Your email address will not be published.