ସିଡନି ଟେଷ୍ଟ୍‌: ହାରିଯିବା କାଏଁ ଭାରତ୍ !

0

ଭାରତ ଆର୍ ଅଷ୍ଟ୍ରେଲିଆ ଭିତରେ ଚାଲିଥିବାର୍ ସିଡ୍‌ନିନେ ଚାଲିଥିବାର୍ ଟେଷ୍ଟ୍ ମ୍ୟାଚ୍‌ର ୩ ନମ୍ବର ଦିନ୍‌ର ଖେଲ୍ ସର୍‌ବାର୍‌ତକ୍ ଯାହା ସ୍ଥିିତି ସାମ୍ନାକେ ଆସୁଛେ ସେନେ ଭାରତ ଅଡୁଆ ଭିତରେ ପଡିବାରେ ବାଗିର୍ ଲାଗୁଛେ । ଆଏଜ୍ ଭାରତ୍ ୯୪/୨ ରୁ ଦିନ୍ ମୂଲ୍ କରିଥିଲା । ପିଚ୍ ବ୍ୟାଟିଂ ଲାଗି ଠିକ୍ ଥିଲେ ଭିଲ୍ ଭାରତ୍‌ର କେହେନ୍ସି ବ୍ୟାଟ୍ସମ୍ୟାନ୍ ଜହ ରନ୍ ନାଇଁ କରି ପାରଲେ ଆର୍ ଦଲ୍ ୨୪୪ ରନ୍‌ନେ ଅଲଆଉଟ୍ ହେଇଯାଇଥିଲା ଆର୍ ଅଷ୍ଟ୍ରେଲିଆର୍ ପହେଲା ଇନିଂସ୍ ସ୍କୋର୍‌ରୁ ୯୪ ରନ୍ ପଛେ ରହିଯାଇଥିଲା ।

ତାର୍ ପରେ ଅଷ୍ଟ୍ରେଲିଆ ତାର୍ ଦୁଇ ନମ୍ବର ଇନିଂସ୍ ଆରମ୍ଭ କରିଥିଲା । ବାକି ଭାରତ୍‌ର ବୋଲର ମାନେ ଭଲ୍ ବୋଲିଂ କରିକିନା ଅଷ୍ଟ୍ରେଲିଆର୍ ଦୁହି ଓପନର୍ ମାନକୁ ଜଲଦି ଆଉଟ୍ କରିଦେଇଥିଲେ । ହେଲେ ତାର୍ ପରେ ମାରନସ୍ ଲାବୁସେନ୍ ଆର୍ ଷ୍ଟିଭ୍ ସ୍ମିଥ୍ ସେଟ୍ ହେଇଯାଇଥିଲେ । ଆଏଜ୍ ଖେଲ୍ ସରବାର୍‌ତକ୍ ଅଷ୍ଟ୍ରେଲିଆ ୧୦୩/୨ କରିଛେ ଆର୍ ଭାରତ ଉପରେ ୧୯୭ ରନ୍‌ର ଲିଡ୍ ନେଇ ସାରଲାନ । କାଏଲ୍ ଯଦି ଭାରତ୍ ଅଷ୍ଟ୍ରେଲିଆକେ ଜଲଦି ଆଉଟ୍ ନାଇଁ କରୁଛେ ଆର୍ ଲିଡ୍ ୩୦୦ ରନ୍‌ର ଉପରକେ ଯାଉଛେ ବେଲେ ଭାରତ୍ ଲାଗି ବହୁତ୍ ମୁସ୍କିଲ୍ ହେଇଯିବା । ଆଏଜ୍ ବ୍ୟାଟିଂ କଲାବେଲକେ ରିସଭ୍ ପନ୍ଥକଁର୍ କହନି ଠାନେ ବରକଶି ବଲ୍ ବାଜି ଯାଇଥିଲା । ତ ଅଷ୍ଟ୍ରେଲିଆ ଦୁଇ ନମ୍ବର୍ ଥର୍ ବ୍ୟାଟିଂ କରି ଆସଲା ବେଲକେ ଭାରତ୍ ଆଡୁ ରିଦ୍ଧିମାନ୍ ଶାହ୍ କିପିଂ କରିଥିଲେ ।

Leave A Reply

Your email address will not be published.