Browsing Tag

nasa

ନାସାର କାର୍ଯ୍ୟକାରୀ ମୁଖ୍ୟ ଭାରତୀୟ ବଂଶୋଦ୍ଭବ

ଫେର୍ ଟୁକେଲ୍ ପାୱାର ଦେଖବାକେ ପାଏଲେ ଦୁନିଆଁର ଲୋକ୍ । ଆମେରିକାନେ ଭାରତୀୟକଁର ପ୍ରଭାବ ଧୀରେ ଧୀରେ ବଢବାରନେ ଲାଗୁଛେ । ଭାରତୀୟ ବଂଶୋଦ୍ଭବ୍ କମଲା ହାରିସ୍ ଆମେରିକାର ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିବାର ବେଲକେ ହ୍ୱାଇଟ୍ ହାଉସ୍‌ନେ ହେଉକି ଆମେରିକାର ପ୍ରଶାସନନେ ଭିଲ୍ ନିଯୁକ୍ତି…

‘ଆର୍ଟେମିଜ୍‌’ ସଦସ୍ୟକଁର ଭିତରେ ଅଛନ୍‌ ରାଜା ଚାରି

ନାସାର ‘ଆର୍ଟେମିଜ୍‌’ନେ ଭାରତୀୟ-ଆମେରିକୀୟ ମହାକାଶଚାରୀ ରାଜା ଚାରି । ଭାରତୀୟ-ଆମେରିକୀୟ ମହାକାଶଚାରୀ ରାଜା ଚାରିକଁର ସାଙ୍ଗେ ଚନ୍ଦ୍ରାବତରଣ କାର୍ଯ୍ୟକ୍ରମ୍‌ର ‘ଆର୍ଟେମିଜ୍‌’ ଲାଗି ଟ୍ରେନିଂ ନେବାକେ ଥିବାର ୧୮ ଜନ୍‌କଁର ନାଁ ଘୁଷନା କରିଛେ ନାସା । ଇ ଟିମ୍‌ର ମହିଲା ସଦସ୍ୟ ଅଏତକା ରହିଛନ୍…

ନାସାର ଦାବି, ଜହ୍ନନେ ମିଲଲା ପାଏନ

ଜହ୍ନନେ ମିଲଲା ପାଏନର ଖୋଜ । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ମୁନ୍ ମିଶନ୍‌ନେ ପାଏନର ଖୋଜ ମିଲିଛେ । ଉତ୍ତର ଆର ଦକ୍ଷିଣ ମେରୁ ପାଶେ ଥଣ୍ଡା ବଳୟ ପାଶେ କାଚ କଣିକା ଲେଖେଁ ଦିଶୁଥିବାର ପାଏନର ଖୋଜ ମିଲିଥିବାର ନେଇକରି ନାସା ଆଡୁ କୁହାଯାଇଛେ । ଚନ୍ଦ୍ରନେ ଜହ ଥଣ୍ଡା ବଳୟ ଥିବା…