ଖୁଲବା କଲେଜ !

ଦୁର୍ଗା ପୂଜା ଛୁଟି ଉତାରୁ ଖୁଲିପାରେ ସବୁ କଲେଜ

0

ପୂଜା ଛୁଟି ଉତାରୁ ଖୁଲିପାରେ କଲେଜ । ଦୁର୍ଗାପୂଜା ଉତାରୁ ରାଏଜେ କଲେଜ ଖୁଲାଯିବାର ନେଇକିନା ନିଷ୍ପତ୍ତି ନିଆଯାଇପାରେ । ଇ ନେଇକରି ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇଛନ୍ । କରୋନା ସଂକ୍ରମଣ ବଢବାର ଡର ରହିଥିବାରନୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛେ । ଅନଲାଇନନେ ଇହାଦେ ଭିଲ ଛାତ୍ର ଛାତ୍ରୀ ପାଠପଢୁଛନ୍ । ଆର ଇତାର ଅନୁଧ୍ୟାନ କରବାର ଲାଗି ଦଶଦିନ ତଲେ ଉନ୍ନୟନ କମିଶନରଙ୍କର ଭାରନେ ଗୁଟେ ଟାସ୍କ ଫୋର୍ସ ଗଠନ କରାଯାଇଛେ ।

 

ଯାର ମାଧ୍ୟମନେ ସ୍କୁଲ ଆର ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ବିଭାଗ ସାମିଲ ହେଇଛନ୍ । ସେଆଡେ ରିପୋର୍ଟ ଆଏଲା ବାଦ୍ ନିଷ୍ପତ୍ତି ନିଆଯିବା । ଗଲାକାଲି ସ୍କୁଲ ଖୁଲବାର ନେଇକିନା ପ୍ରସ୍ତୁତି ମୂଲ ହେଇଥିବାର ସୂଚନା ରହିଥିବାର ବେଲେ ଆଗକେ କଲେଜ ଖୁଲିବାର ନେଇକିନା ଭିଲ ଯୁଜନା ଚାଲିଛେ । ତେଭେ କଲେଜ ଖୁଲବାର ନେଇକିନା ସବୁ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବଲି ସ୍ପଷ୍ଟ କରିଛନ୍ ସଚିବ ଶାଶ୍ୱତ ମିଶ୍ର ସ୍ପଷ୍ଟ କରିଛନ୍ ।

Leave A Reply

Your email address will not be published.