ଝାରସୁଗୁଡ଼ାନୁ ଚେନ୍ନାଇ ଉଡବା ବିମାନ୍‌

ଆଏବାର ୨୮ ତାରିଖନୁ ଚେନ୍ନାଇ ସାଙ୍ଗେ ଯୁଡି ହେବା ଝାରସୁଗୁଡା

0

ଯୁଡି ହେଉଛେ ଝାରସୁଗୁଡ଼ା । ଉଡ଼ାଣ ଯୋଜନା ଆଡୁ ଗୁଟେ ଉତାରୁ ଗୁଟେ ରାଜ୍ୟ ସହରକେ ସାଙ୍ଗେ ଯୁଡି ହେଉଛେ ଝାରସୁଗୁଡ଼ା ଆର ପଶ୍ଚିମ ଓଡ଼ିଶା । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରନୁ ଏତକର ୍ଣକ୍ଟ୍ରନ୍ନାଇକେ ଉଡବା ବିମାନ । ଆଏବାର ୨୮ ତାରିଖନୁ ଇ ସୁବିଧା ଯୁଗେଇ ଦିଆଯିବା ଯାତ୍ରୀକୁଁ । ହପ୍ତାର ସାତ ଦିନ୍ ଜାକ ସ୍ପାଇସଜେଟ୍ ବିମାନ ଇ ସେବା ପ୍ରଦାନ କରବାର ନେଇକରି ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ । ଇତାର ୨ ମାସ ଆଘୋନୁ ବେଙ୍ଗାଲୁରୁ ଆର ମୁମ୍ବାଇକେ ବିମାନ ଉଡାଣ ଠିକ୍ ଠାକ୍ ହେଇଥିବାର ବେଲକେ ଇହାଦେ ଚେନ୍ନାଇ କେ ଝାରସୁଗୁଡ଼ାରୁ ଉଡବା ବିମାନ୍ । ସ୍ପାଇସଜେଟ୍ ଅନଲାଇନ୍ ଟିକେଟ୍ ବୁକିଂ ଆରମ୍ଭ କରିସାରିଛେ । ଚେନ୍ନାଇନୁ ୧ ବାଜିକରି ୧୦ ମିନିଟ୍‌ନେ ବାହାରିକରି ଦିନର ୩ ବଜା ତକ୍ ଝାରସୁଗୁଡ଼ାନେ ପୁହୁଞ୍ଚିବା ସେନ୍ତା ସାଢେ ୩ ବଜାନୁ ଝାରସୁଗୁଡ଼ାନୁ ଆର ଗୁଟେ ଫ୍ଲାଇଟ୍ ବାହାରିକରି ବେଲବୁଡାର ୫ ବଜା ତକ୍ ଚେନ୍ନାଇନେ ପୁହୁଞ୍ଚିବାର ନେଇକରି ସମିଆଁ ବାହାର କରାଯାଇଛେ ।

Leave A Reply

Your email address will not be published.