ଭାରତନେ ଦିଆଯିବା ଋଷ୍ ଟିକା ‘ସ୍ପୁଟ୍‌ନିକ-୫’

ଆଏବାର ମାର୍ଚ୍ଚ, ଏପ୍ରିଲ୍ ଭିତରେ ଋଷ୍ ନିର୍ମିତ୍ ଟିକା ଭାରତନେ ଦିଆଯିବା

0

ଭାରତନେ ଆରମ୍ଭ ହେଇଯାଇଛେ ଟିକାକରଣ ପ୍ରକ୍ରିୟା । ଆରୁ ଇହାଦେ ପହେଲା ଖେପ୍‌ନେ କରୋନା ଯୋଦ୍ଧାକୁଁ ଦିଆଯାଉଛେ କରୋନା ଟିକା । ପୁନେ ସେରମ୍ ଇନଷ୍ଟିଚ୍ୟୁଟ୍ ଆରୁ ଭାତ ବାୟୋଟେକ୍ ଆଡୁ ପ୍ରସ୍ତୁତ ଟିକା କୋଭିସିଲ୍ଡ ଆରୁ କୋଭାକ୍ସିନ୍ ଟିକା ଦିଆଯାଉଛେ । ମାର୍ଚ୍ଚ ଏପ୍ରିଲ୍ ମାସ ଭିତରେ ଭାରତନେ ଋଷନେ ପ୍ରସ୍ତୁତ ହେଇଥିବାର କରୋନା ଭେକସିନ୍ ସ୍ପୁଟ୍‌ନିକ-୫ ମିଲବା ବଲି ସୂଚନା ରହିଛେ । ଭାରତନେ ଡକ୍ଟର ରେଡିସ୍ ଲାବ୍ରୋଟାରି ଋଷ୍ ଆଡୁ ପ୍ରସ୍ତୁତ କରୋନା ଟିକା ସ୍ପୁଟନିକ୍‌-୫ ଉତ୍ପାଦନ୍ କରବା । ଋଷ୍ ନିର୍ମିତ୍ କରୋନା ଟିକା ୯୧.୬ ପ୍ରତିଶତ୍ କରୋନା ଭାଇରସ୍‌କେ ମାରିପାରୁଥିବାର ନେଇକରି ଗୁଟେ ସର୍ଭେନୁ ଜନାପଡିଛେ । ୧୨୫ ନିୟୁତ୍ ଲୋକକଁର ଲାଗି ୨୫୦ ଡୋଜ୍ ଟିକା ଉତ୍ପାଦନ୍ ଲାଗି ଋଷ୍ ସାଙ୍ଗେ ଭାରତ ଚୁକ୍ତି କରିଥିବାର ନେଇକରି ସୂଚନା ରହିଛେ । ଇ ଟିକା କେନସି ଭିଲ୍ ବର୍ଗର ଲୋକ୍ ଯେନ୍ତା ବୁଢା, ବୁଢୀ ଛୁଆପିଲା ନେଇପାରବେ । ଆରୁ ଇ ଟିକା ଭଲ୍ କାମ୍ କରୁଥିବାର ନେଇକରି ଭିଲ୍ ଗୁଟେ ପରୀକ୍ଷାନୁ ଜନାପଡିଛେ । ୨୦ ହଜାର ଲୁକକୁଁ ନେଇକରି ହେଇଥିବାର ଗୁଟେ ପରୀକ୍ଷାନୁ ଇଟା ଜନାପଡିଛେ । ଇହାଦେ ତକ୍ ଭାରତନେ ଇ ଟିକାର ମୂଲ୍ୟ ନିର୍ଦ୍ଧାରଣ ନୁହେଁ କରାଯାଇ ।

Leave A Reply

Your email address will not be published.