Browsing Tag

new delhi

ବହୁତ୍ ଜଲ୍‌ଦି ଛୁଆକଁର୍‌ନେ ‘କୋଭେକ୍ସିନ୍‌’ ପରୀକ୍ଷା

କୋରୋନା ଟିକା ‘କୋଭେକ୍ସିନ' ଛୁଆ ମାନକଁର୍ ଲାଗି ତିଆରି କରିଥିବାର୍ ଟିକା କେ ଫେବ୍ରୁଆରି ଶେଷ୍ କି ମାର୍ଚ୍ଚ ପହେଲା ନେ ଛୁଆକଁର୍ ଦେହେ ଟିକା କେ ପରୀକ୍ଷା କରାଯିବା । ଇ ପରୀକ୍ଷା ନାଗପୁର୍ ନେ କରାଯିବା । ୨ ନୁ ୮ ବରଷ୍ ର ଛୁଆ ମାନକଁର୍ ଦେହେ ଥି ଇ ଟିକା ର୍ ପରୀକ୍ଷା ଲାଗି ସହର୍ ନେ ଶିଶୁ…

ବିନା ଆଧାରକାର୍ଡ ନେ ଭିଲ୍ ହେଇପାର୍‌ବା କୋ-ୱିନ୍ ରେଜିଷ୍ଟ୍ରେସନ୍

କୋରୋନା ଟୀକା ଲାଗି କେନ୍ଦ୍ର ସରକାର୍‌କଁର୍ କୋ-ୱିନ୍ ପୋର୍ଟାଲ୍‌ନେ ରେଜିଷ୍ଟ୍ରେସନ୍ ଲାଗି ଆଧାର୍ କାର୍ଡ ବାଧ୍ୟତାମୁଲକ୍ ନୁହେଁ ବଲିକରି ସୂଚନା ଦେଇଛନ୍ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ । କୋ-ୱିନ୍ ରେଜିଷ୍ଟ୍ରେସନ୍ ବାବ୍‌ଦେ ଶୁକ୍ରୁବାର୍ ଦିନ ଲୋକସଭା ସୂଚନା ଦେଇଛନ୍ କେନ୍ଦ୍ର…

ଫେସ୍‌ବୁକ୍ ନୁ ଚୋରି ହେଲା ଡାଟା

୫.୬୨ ଲାଖ୍ ଭାରତୀୟ କଁର୍ ଫେସ୍‌ବୁକ୍ ନୁ ଡାଟା ଚୋରୀ ଅଭିଯୋଗ୍‌ନେ ଇଂଲଣ୍ଡ୍‌ର ‘କେମ୍ବ୍ରିଜ୍ ଆନାଲିଟିକା' ର୍ ନାଁ ଥି ‘ସେଣ୍ଟ୍ରାଲ୍ ଇନ୍‌ଭେଷ୍ଟିଗେସ୍‌ନ ବ୍ୟୁରୋ'(ସିବିଆଇ) ମାମ୍‌ଲା ରୁଜୁ କରିଛେ । ତାର୍ ସାଙ୍ଗେ ଇଂଲଣ୍ଡ୍ ର ଆର୍ ଗୁଟେ ପ୍ରତିଷ୍ଠାନ୍ ‘ଗ୍ଲୋବାଲ୍ ସାଇନ୍ସ୍ ରିସର୍ଚ'…

ସମ୍ବଲପୁରର ଟୁକେଲ ଶ୍ରୀୟଙ୍କା ଜିତଲେ ପଦକ୍‌

ସୁଟର୍ ଶ୍ରୀୟଙ୍କା ଷଡଙ୍ଗୀ ଦେଖାଲେ ଟୁକେଲ ପାୱାର । ନୂଆଦିଲ୍ଲୀନେ ଆୟୋଜିତ୍ ୧୦ ମିଟର୍ ଏୟାର୍ ରାଇଫଲ୍ ଇଭେଣ୍ଟସ୍‌ନେ ଭାଗ ନେଇକରି ଜିତିଛନ୍ ପଦକ୍ । ଇ ପ୍ରତିଯୋଗିତାନେ ତିନ୍ ନମ୍ବରନେ ଆସିଥିବାର ଶ୍ରୀୟଙ୍କାକୁଁ ବ୍ରୋଞ୍ଚ ପଦକ୍ ମିଲିଛେ । ଦୁଇଥର ଟ୍ରାଏଲନେ ଶ୍ରୀୟାଙ୍କା ସମାନ୍ ସ୍କୋର ୬୨୯.୧…

ଦିଲ୍ଲୀ ଗଲା ବଜାଶାଲ୍‌

ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସନେ ଦିଲ୍ଲୀ ପରେଡ୍ ପଡିଆନେ ଦୁଲକିବା ଢୋଲ୍‌, ନିଶାନ୍ । କଳହାଣ୍ଡି ଭବାନୀପାଟଣାର ପ୍ରତିଭା ଅନୁଷ୍ଠାନର ବଜାଶାଲ୍ ନୃତ୍ୟ ଦଲ୍ ଇଠାନେ ଦେଖାବେ ଆମର ରାଜ୍ୟର କଲା ସଂସ୍କୃତିକେ । ଦଲ ଆଡୁ ସବୁ ନୃତ୍ୟଶିଲ୍ପୀ ଗଲା କିଛି ଦିନ୍ ହେଲା ଜୋରଦାର ଅଭ୍ୟାସ୍ କରିଆସୁଥିଲେ…