ଦେଶ୍‌ନେ କରାଯାଉ ୪ଟା ରାଜ୍‌ଧାନୀ – ‘ମମତା ବାନର୍ଜୀ’

0

କାଲି କୋଲକାତାନେ କରାଯାଇଥିବାର୍ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମ୍‌ନେ କୋଲ୍‌କାତା ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଦେଶର୍ ୪ଟା ଜାଗାକେ ରାଜ୍‌ଧାନୀ କରାଯାଉ ବଲିକରି ଉଦ୍‌ବୋଧନ୍ କରିଛନ୍ । ଖାଲି ନୂଆଦିଲ୍ଲୀ କାଏଁକରି ଦେଶର୍ ୪ଟା ପର୍ଯ୍ୟାୟ୍ ଭିତ୍ତିକ୍ ରାଜଧାନୀ ରହେବାର୍ ଦର୍‌କାର୍ ବଲିକରି ସେ ତାକଁର୍ ଭାଷଣ୍ ନେ କହିଥିଲେ । ଖାଲି ଦିଲ୍ଲୀନେ କାଏଁ ହେଲାଯେ ସାଂସଦ୍ ଆର୍ ଅଧିବେଶନ ବସ୍‌ବା ଆନ୍ଧ୍ରପ୍ରଦେଶ୍ , ତାମିଲ୍‌ନାଡୁ, କେରଳ, ବିହାର୍‌, ଓଡିଶା, ପଶ୍ଚିମବଙ୍ଗ୍ ନେ କାଏଁକରି ରାଜ୍‌ଧାନୀ ନାଇ ହେଇପାରେ ବଲିକରି ସେ ପ୍ରଶ୍ନ କରିଥିଲେ ।

Leave A Reply

Your email address will not be published.