ଭାରତ୍ ଆର୍ ଚୀନ୍ ଭିତ୍‌ରେ ବସ୍‌ବା ୯ନଂ କମାଣ୍ଡରସ୍ତରୀୟ ବୈଠକ୍‌

0

ଭାରତ୍ ଆର୍ ଚୀନ୍ ଭିତ୍‌ରେ ଲାଗିରହିଥିବାର୍ ସୀମା ବିବାଦ୍ ର ସମାଧାନ୍ ନାଇ ହେଇ ପାରୁଥିବାର୍ ବେଲ୍‌କେ ଭାରତ୍ ଆର୍ ଚୀନ୍ ଭିତ୍‌ରେ ୮ଥର୍ ଇ ବୈଠକ୍ ବସି ସାରିଛେ ହେଲେ କଛି ସମାଧାନ୍ ନାଇ ବାହାରି । ସେଥିର୍ ଲା୍‌ଗି ୯ ମାସ୍ ଆଗରୁ ଲଦାଖ୍ ନେ ଭାରତ୍ ଆର୍ ଚୀନ୍ ଭିତ୍‌ରେ ସୀମା କେ ନେଇକରି ଲାଗି ରହିଥିବାର୍ ବିବାଦ୍ ର ସମାଧାନ୍ ଲାଗି କାଲି ୯ନଂ କମାଣ୍ଡରସ୍ତରୀୟ ବୈଠକ୍ ବସ୍‌ବା ବଲିକରି ସୂଚନା ମିଲିଛେ ।

ଇ ବୈଠକ୍ ଚୀନ୍ ର ମୋଲାଡୋର୍ ଚୁସୁଲ୍ ସେକ୍ଟର୍ ସାମ୍‌ନା ନେ କରାଯିବା । ଆଗରୁ ବସିଥିବାର୍ ବୈଠକ୍ ମାନକୁଁ କିଛି ଉପାୟ୍ ନାଇ ବାହାରିଥିବାର୍ ନୁ କାଲି ଫିର୍‌ଥରେ ସେ ନେଇକରି ବୈଠକ୍ ବସ୍‌ବା ।

Leave A Reply

Your email address will not be published.