ବିଧାୟକ୍ କିଶୋର ମହାନ୍ତି କଲେ କନ୍ୟାଦାନ୍

0

ଦିନେ ମହାନଦୀନେ ଭାସି ଭାସି ଆସିକରି ମାଛ ଧରୁଆକଁର ହାତେ ଲାଗିଥିଲେ । ୫୦ କିଲୋମିଟର ବାଟ୍ ୧୨ ଘଣ୍ଟା ଭାସି ଭାସି ସେ ଲାଗିଥିଲେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍ କୁଶମେଲ ଗାଁର ନଦୀ ଘାଟେ । ତାକୁଁ ଉଦ୍ଧାର କରିଥିଲେ ଗାଁର ସନ୍ୟାସୀ ନାଁର ଜନେ ଲୋକ୍ ଆର ଘରେ ଟୁକେଲ କରିକିନା ରଖିଥିଲେ । ଗାଁ ଜାକିର ତାକୁଁ ଘରର ଝି ଲେଖେଁ କରିଥିଲେ ଆର ଇହାଦେ ତାକଁର ବିହା ଭିଲ୍ କରେଇଛନ୍ । ବ୍ରଜରାଜନଗର ବିଧାୟକ୍ କିଶୋର ମହାନ୍ତି ଆରୁ ତାକଁର ସ୍ତ୍ରୀ ଦୌପଦୀକଁର କନ୍ୟାଦାନ୍ କରିଛନ୍ । ଛତିଶଗଡ଼ନୁ ଭାସିଆସିଥିବାର ଦୌପଦୀ ଫେର୍ ଫିରିଛନ୍ ନିଜର ରାଜ୍ୟକେ ହେଲେ ଇଥର ବହୂ ସାଜିକରି ଯାଇଛନ୍ । କେନ୍ତା କାଣା ତାକଁର ବିହା ହେଲା ଜାନମା ପହରାର ଇ ଭିଡିଓନେ ।

Leave A Reply

Your email address will not be published.