ଖରିଆର ଏନଏସି ଆର ଖରିଆର ରୋଡନେ ଇ ସବୁ ରହେବା ବନ୍ଦ୍

0

କରୋନାର ୨ ନମ୍ବର ଲହରନେ ପଶ୍ଚିମ ଓଡ଼ିଶାର ସବୁଠାନୁ ବେଶୀ ପ୍ରଭାବିତ୍ ହେଇଛେ । ଭୟଙ୍କର ହିସାବେ କରୋନା ଲାଗି ପ୍ରଭାବିତ୍ ହେଇଥିବାର୍ ପଡୋଶୀ ଛତିଶଗଡ ରାଜ୍ୟ ସୀମାକେ ଲାଗି ରହିଥିବାର୍ ଓଡ଼ିଶାର ୧୦ ଜିଲ୍ଲାନେ ଫିଦିନ୍ ବଢୁଛେ ପଜିଟିଭକଁର୍ ସଂଖ୍ୟା । ଶୁକ୍ରବାର ରାଜ୍ୟନେ ୩୦୦୦ ପାର କରିଛେ କରୋନା ପଜିଟିଭକଁର ସଂଖ୍ୟା । ଆର୍ ସେ ଭିତରେ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାନୁ କେତେ ଝନ୍ ବାହାରିଛନ୍ ଆର ନୂଆପଡା ଜିଲ୍ଲାର ଖରିଆର ଏନଏସି ଅଞ୍ଚଲନେ ଜିଲ୍ଲା ପ୍ରଶାସନ୍ ଆଡୁ କାଣା ସବୁ ପଦକ୍ଷେପ୍ ନିଆଯାଉଛେ ଜାନମା ଆଜିର ଭିଡିଓନେ

Leave A Reply

Your email address will not be published.