ରାଉରକେଲାନେ ଉଡଲା ସବୁନୁ ଉଚ୍ଚା ତ୍ରିରଙ୍ଗା

0

ରାଉରକେଲା ର ଟେଲିଫୋନ୍ ଭବନ୍ ପାସେ ଥିବାର୍ ଇସ୍ପାତ୍ ଉଦ୍ୟାନ୍ ନେ ଉଡ୍‌ଲା ରାଏଜର୍ ସବୁନୁ ଉଚ୍ଚା ଜାତୀୟ ପତାକା । ଜାନୁଆରୀ ୨୬ ଦିନ ରାଏଜର୍ ସବୁନୁ ଉଚ୍ଚା ପତାକା କେ ଉଡାଗଲା । ୨୩୦ ଫୁଟ୍ ଉଚ୍ଚା ଖୁଣ୍ଟନେ ଇ ୭୨ଫୁଟ୍ ଲମ୍ବା ଆର ୪୮ଫୁଟ୍ ଚଉଡା ଥିବାର୍ ଇ ପତାକା ଉତ୍ତୋଳନ କରାଯାଇଛେ । ରାଉରକେଲା ଇସ୍ପାତ୍ କାରଖାନା ର ସିଇଓ ଦୀପକ୍ ଚଟ୍ଟରାଜ୍ ଇ ପତାକା କେ ଉତ୍ତୋଲନ୍ କରିଥିଲେ । ଜାତୀୟ ପତକା ଉତ୍ତୋଲନ୍ କରାଯାଇଥିବାର୍ ଜାଗା କେ ଆହୁରି ସୁନ୍ଦର୍ ବନାବାର୍ ଲାଗି ତାର୍ ଚାରିଆଡେ ପୋଖରୀ ତିଆରି କରାଯାଇଛେ । ଆର୍ ସୁନ୍ଦର୍ ସୁନ୍ଦର୍ ଫୁଲ୍ ଗଛ୍ ମାନେ ବି ଲଗା ହେଇଛେ ତାର୍ ସାଙ୍ଗେ ଲାଇଟ୍ ଆର୍ ଫୁଡ୍ କୋର୍ଟ ବେବସ୍ଥା ଭିଲ୍ କରାଯାଇଛେ । ଯେନଥିର୍ ଲାଗି ଇନ ବହୁତ ଲୋକମାନକଁର୍ ଭିଡ୍ ଜମ୍‌ବାର୍ ଟା ଦେଖ୍‌ବାର୍ କେ ମିଲିଛେ ।

Leave A Reply

Your email address will not be published.