ଅନଲାଇନ୍‌ନେ ବିକ୍ରି ହେଉଛେ ଡିଜାଇନର୍‌ ସମ୍ବଲପୁରୀ ଡ୍ରେସ୍‌

ସମ୍ବଲଶ୍ରୀର୍‌ ବ୍ରାଣ୍ଡ ଡିମାଣ୍ଡ୍‌

0

ସମ୍ବଲପୁରୀର୍‌ କ୍ରେଜ୍‌ ଇହାଦେ ସବୁଆଡେ ଦେଖ୍‌ବାରକେ ମିଲୁଛେ ସବୁ ବଡ୍‌ ବଡ୍‌ ଲୋକ୍‌ନୁ ଧରିକରି ସେଲବ୍ରେଟି ମାନେ ଭିଲ୍‌ ସମ୍ବଲପୁରୀ କପଡାକେ ପସନ୍ଦ୍‌ କରୁଛନ । ସମ୍ବଲପୁରୀର୍‌ ବଢୁଥିବାର ଇ ପ୍ରକାରର ଲୋକପ୍ରିୟତା ଦେଖିକରି ଆମର୍‌ ସମ୍ବଲପୁରର୍‌ ଡିଜାଇନର୍‌ ପ୍ରମୋଦ୍‌ ମହାପାତ୍ରଙ୍କର୍‌ ‘ସମ୍ବଲଶ୍ରୀ’ ଗୁଟେ ଅଲଗ୍‌ା ପରିଚୟ ତିଆରି କରିଛେ ।

କରୋନା ସମିୟାନେ ସମସ୍ତେ ତାଙ୍କର୍‌ ଜୀବନ୍‌ ଜୀବ୍‌କାକେ ନେଇକରି ଚିନ୍ତାନେ ରହିଥିବାର ବେଲେ ସେ ଅନଲାଇନ୍‌ ଜରିଆନେ ସମ୍ବଲପୁରୀ ଡିଜାଇନର ୍‌ଡ୍ରେସ୍‌ କପ୍‌ଡା ବିକ୍ରି ଆରମ୍ଭ‌ କରିଥିଲେ । ଫେ୍‌ସବୁକ୍‌ଥି ସମ୍ବଲଶ୍ରୀ ଫେସନ ନାଥି ଗୁଟେ ୱେବ୍‌ସାଇଟ୍‌ ଖୁଲିକରି ତାର ବିକ୍ରି ଆରମ୍ଭ କରିଥିଲେ ଆର୍‌ ଧିରେ ଧିରେ ତାର୍‌ ଚାହିଦା ବଢିଥିଲା । ଇ କମର୍ସ ସାଇଟ୍‌ ଆମାଜନ୍‌ନେ ଭିଲ ସମ୍ବଲଶ୍ରୀର ଡ୍ରେସ୍‌ ଇହାଦେ ବିକ୍ରି ହେଉଛେ । ସମ୍ବଲଶ୍ରୀକେ ଭାରତ୍‌ ସରକାରଙ୍କର ହସ୍ତତନ୍ତ ବିଭାଗ ଆଡୁ ହେଇଥିବାର ଅନଲାଇନ୍‌ ମେଲାନେ ଭିଲ୍‌ ସୁଯୋଗ୍‌ ମିଲିଥିଲା ।

Leave A Reply

Your email address will not be published.