‘ପର୍ସନ୍‌ ଅଫ୍‌ ଦି ଇୟର୍‌ ‘-ବାଇଡେନ୍‌ ଆର୍‌ କମଲା ହାରିସ୍

0

‌ଟାଇମସ୍‌  ମାଗାଜିନ୍‌ ର ‘ପର୍ସନ୍‌ ଅଫ୍‌ ଦି ଇୟର୍‌-୨୦୨୦ ‘ର ଟାଇଟଲ ଆମେରିକାର୍‌ ନୁଆ ନିର୍ବାଚିତ୍‌ ରାଷ୍ଟ୍ରପତି ଆର୍‌ ଉପରାଷ୍ଟ୍ରପତି କମଲା ହାରିସ୍‌କୁଁ ଦିଆଯାଇଛେ । ଟାଇମସ୍‌ ମେଗାଜିନ୍‌ ଆଡୁ ଇ ମାନ୍ୟତା ବିଶ୍ୱର୍‌ ଜନାଶୁନା ଚେହେରା ମନକୁଁ ଦିଆଯାଇଥିସି । ଚେଞ୍ଜିଂ ଆମେରିକାସ୍‌ ଷ୍ଟୋରି ସବ୍‌ ଟାଇଟଲ ସାଙ୍ଗେ ଟାଇମସ୍‌ ମେଗାଜିନ୍‌ ର କଭର୍‌ ନେ ବାଇଡେନ୍‌ ଆର୍‌ କମଲା ହାରିସ୍‌ କଁର ଫଟୋ ପ୍ରକାଶ ପାଇଛେ ।

ଆମେରିକାର୍‌ ଉନ୍ନତି ଆର୍‌ ବିକାଶ କ୍ଷେତ୍ର ନେ ଆଗ୍‌କେ ଯିବା ଆର୍‌ ତାର୍‌ ଭିନ୍‌ ଭିନ୍‌ କ୍ଷେତ୍ର ଉପରେ ବି ବହୁତ୍‌ ବଡ ପରିବର୍ତ୍ତନ ଆନବାର୍‌ ଲାଗି ବାଇଡେନ୍‌ ଆର୍‌ ହାରିସ୍‌ ବଚନ୍‌ ଦେଇଥିଲେ । ଆମେରିକାକେ ଗୁଟେ ନୁଆ ଦିଗ୍‌ କେ ନେବାର୍‌ ସାଙ୍ଗେ ତାର୍‌ ଉନ୍ନତି ଲାଗି ସେମାନେ ଇ ମନ୍ତବ୍ୟ ଦେଇଥିବାର୍‌ ନୁ ତାକୁଁ ଟାଇମ୍‌ ମେଗାଜିନ୍‌ ଆଡୁ ‘ପର୍ସନ ଅଫ୍‌ ଦି ଇୟର୍‌’ ର ମାନ୍ୟତା ଦିଆଯାଇଛେ । ଗଲା ବରଷ୍‌ ଗ୍ରେଟା ଟ୍ୟୁନ୍‌ବର୍ଗ ଟାଇମସ୍‌ ‘ପରର୍ସନ୍‌ ଅଫ୍‌ ଦି ଇୟର ହେଇଥିଲେ ତାର୍‌ ଆଗରୁ ୨୦୧୬ ମସିହାନେ ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଟାଇମସ୍‌ ମେଗେଜିନ୍‌ ର ପର୍ସନ୍‌ ଅଫ୍‌ ଦିଇୟର୍‌ ର ମାନ୍ୟତା ପାଇଥିଲେ ।

Leave A Reply

Your email address will not be published.