ଶ୍ରୀଲଙ୍କା ନେ ପହଁଚିଲା ଭାରତ ର କୋଭିଡ ଟିକା

0

ଭାରତ ନୁ ଶ୍ରୀଲଙ୍କା କେ ପଠାଯାଇଥିବାର୍ ୫ ଲାଖ୍ କୋଭିଡ ଟିକା ଆଏଜ୍ ଶ୍ରୀଲଙ୍କା ପହଁଚିଛେ । ତହାକେ ନେଇକରି ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର କହିଛନ୍ ଯେ ଶ୍ରୀଲଙ୍କା ଭାରତ୍ ର ଗୁଟେ ବିଶ୍ୱସ୍ଥ ଦେଶ୍ ହେଇଥିବାର୍ ନୁ ‘ଭ୍ୟାକସିନ୍ ମୈତ୍ରୀ’ କାର୍ଯ୍ୟକ୍ରମ୍ ଅନୁସାରେ ଶ୍ରୀଲଙ୍କା କେ ଭାରତ୍ ଇ ଟିକା କେ ଦାନ୍ କରିଛେ ।

ପହେଲା ନୁ ଭାରତ୍ ତାର୍ ୭ଟା ପଡୋଶୀ ଦେଶ୍ କେ ଟିକା ଦାନ୍ କରି ସାରିଥିବାର୍ ନୁ ଭାରତ୍ ତାର୍ ‘ସାଗର୍ ନୀତି’ କେ ପାଲନ କରିଛେ ବଲିକରି ପ୍ରମାଣ୍ କରି ଦେଇଛେ । ପହେଲା ନୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେକୁଁ ଯେନ ପ୍ରତିଶୃତି ଦେଇଥିଲେ ସେଟା ଇହାଦେ ପୂରା କରିଛନ୍ ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.