ରାଜ୍ୟନେ ଜଲଦି ଆସବା କରୋନା ଟିକା:ମୁଖ୍ୟମନ୍ତ୍ରୀ

ଗର୍ଭବତୀ, ଛୁଆ, ବୁଢା ଆରୁ ସ୍ୱାସ୍ଥ୍ୟକର୍ମୀକୁଁ ଆଘୋ ଦିଆଯିବା ଟିକା

0

ରାଜ୍ୟରେ ବହୁତ୍ ଜଲଦି କରୋନା ଟିକା ଆସବାର କଥା କହିଛନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାସ୍ଥ୍ର‌୍ୟକର୍ମୀକଁର ସାଙ୍ଗେ ଗର୍ଭବତୀ ମହିଲା ଆରୁ ୬୦ ବରଷନୁ ଅଏତକା ବରଷର ଲୁକକୁଁ ଆଘୋ ଟିକା ଦିଆଯିବା । କୋଭିଡ୍ ପରିଚାଳନା ନେଇକରି ହେଇଥିବାର ବୈଠକନେ ଇ ସବୁ ଉପରେ ଅଏତକା ଗୁରୁତ୍ୱ ଦେଇଛନ୍ ମୁଖ୍ୟମନ୍ତ୍ରୀ । ଟିକା ପୂରା ହିସାବେ ରାଜ୍ୟକେ ନାଇଁ ଆସବାର ତକ୍ ମାସ୍କ ଆରୁ ସାମାଜିକ୍ ଦୂରତା ସାଙ୍ଗେ ହାତ ଧୁଇବାର ଉପରେ ସଭେଁ ଅଏତକା ନଜର ଦେବାର ଦରକାର । ଆମେରିକା, ପଶ୍ଚିମ୍ ୟୁରୋପୀୟ ଦେଶ ଆରୁ ନୂଆଁଦିଲ୍ଲୀନେ ଫେର୍ କୋଭିଡ ଲକ୍ଷଣ ବଢବାରନେ ଲାଗିଛେ । ଆମେରିକାନେ ଗୁଟେ ମାସ୍ ଭିତରେ ସଂକ୍ରମଣ ତେିନ୍ ଗୁନା ବଢିଛେ । ଆଗକେ ଶୀତ୍ ଦିନ୍ ଭିଲ୍ ଆସୁଥିବାରନୁ କରୋନା ବଢବାର ଡର୍ ଭିଲ୍ ଜହଁ ରହିଛେ । କୋଭିଡ୍ ହସ୍ପିଟାଲ ମାନକେ ଆଇସିୟୁ ମାନକେ ଭିଲ୍ ଠିକ୍ କରିକିନା ରଖାଯାଇଛେ । ଟିକାର ପରୀକ୍ଷା ଶେଷ ଖେପେ ରହିଥିବାର ବେଲକେ ବହୁତ୍ ଜଲଦି ଟିକା ରାଜ୍ୟକେ ଆସବାର ଆଶ୍ ରହିଛେ ବଲି ମୁଖ୍ୟମନ୍ତ୍ରୀ କହିଛନ୍ । ଆଗକେ ଦଶମ ଆରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀକଁର ପରୀକ୍ଷା ପରିଚାଳନା ଉପରେ ଆଲୋଚନା କରାଯାଇଥିଲା ବୈଠକନେ । ଇ ନେଇକରି ମୁଖ୍ୟ ଶାସନ ସଚିବକୁଁ ଆଲୋଚନା କରି କିନା ବିଚାର କରବାର ଲାଗି ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.