ପ୍ରଥମନୁ ଅଷ୍ଟମ ଶ୍ରେଣୀ ଛୁଆକଁର କ୍ଲାସ୍ ପ୍ରମୋସନ୍‌

ଇ ବଛର ଦେବାର ଲାଗି ନାଇଁପଡେ ବାର୍ଷିକ୍ ପରୀକ୍ଷା: ସମୀର ରଂଜନ ଦାଶ

0

ପ୍ରଥମନୁ ଅଷ୍ଟମ୍ ଶ୍ରେଣୀ ଛାତ୍ରଛାତ୍ରୀକୁଁ ଇ ବଛର ଦେବାର ଲାଗି ନାଇଁପଡେ ବାର୍ଷିକ୍ ପରୀକ୍ଷା । ବିନା ପରୀକ୍ଷାନେ ସବୁ ଛୁଆକୁଁ କ୍ଲାସ୍ ପ୍ରମୋସନ୍ ଦିଆଯିବା ବଲୀ କହିଛନ୍ ବିଦ୍ୟାଳୟ ଆରୁ ଗଣଶିକ୍ଷା ମନ୍ତ୍ରୀ ସମିର ରଂଜନ ଦାଶ । ଇହାଦେ ଛୁଆକଁର କ୍ଲାସ୍ ନାଇଁ କରାଯାଏ । ଇହାଦେ ଫେର୍ କରୋନାର ଦୁଇ ନମ୍ବର ଲହର ଦେଖାଦେଇଥିବାର ବେଲକେ ସ୍କୁଲ ଖୁଲଲେ ବେମାର ବଢବାର ଡର୍ ରହିଛେ । ଯେନଥିର ଲାଗି ସ୍କୁଲ ନାଇଁ ଖୁଲବାର ଲାଗି ନିଷ୍ପତ୍ତି ନିଆଯାଇଛେ । ଗଲା ବଛର ଲେଖେଁ ଇ ବଛର ଭିଲ୍ ବିନା ପରୀକ୍ଷାନେ ଇସବୁ ଶ୍ରେଣୀର ଛାତ୍ରଛାତ୍ରୀକୁଁ ପାସ୍ କରିଦିଆଯିବା । ସେଆଡେ ନବମ ଶ୍ରେଣୀ ଛାତ୍ରଛାତ୍ରୀକଁର କ୍ଲାସ୍ ଚାଲୁଥିବାରନୁ ସେମାନକଁର ଅଫ୍‌ଲାଇନ୍‌ନେ ପରୀକ୍ଷା କରାଯିବା । ସେଆଡେ ଆଏବାର ମାସେ ମାନେ ଏପ୍ରିଲନେ ସ୍କୁଲ ଖୁଲା ଯିବା କି ନାଇଁ ସେ ନେଇକରି ଭିଲ୍ କେନସି ନିଷ୍ପତ୍ତି ନୁହେଁ ନିଆଯାଏ ।

Leave A Reply

Your email address will not be published.