ଏତକି ଭିଡ୍ କଲେ ସେ କରୋନା ବେମାର ନାଇଁ ହେବାର ଥିଲେ ଭିଲ୍ ହେବା

0

କରୋନା ଚେନ୍ ବ୍ରେକ୍ ଲାଗି ଲକଡାଉନ୍ ଘୁଷଣା କରାଗଲା ରାଜ୍ୟନେ । ହେଲେ ଇଠାନେ ବ୍ରେକ୍ ଭାଙ୍ଗବା କାଣା ଆହୁରି ବଢିଯିବା । ଲୋକ୍ ଲକଡାଉନ୍ ନାଁ ଶୁନଲାକେ ଯେନ୍ତା ଆର କିଛି ନାଇଁ ମିଲେନ ଲେଖେଁ ଜିନିଷ୍ ଘିନବାକେ ବାହାରିଛନ୍ । ସମ୍ବଲପୁରର ମେନ୍ ମେନ୍ ରାସ୍ତା, ବଜାର, ଛକ୍ ମାନକେ ଏନ୍ତା ଚିତ୍ର ଦେଖବାର ଲାଗି ମିଲିଥିଲା । ଯେନଠାନେ ଲୋକ୍ ସାମାଜିକ୍ ଦୂରତାକେ ଭୁଲିକରି ଯାତରା ଲେଖେଁ ଭିଡ୍ ଜମଉଛନ୍ । ଆଏବାର ୫ ତାରିଖନୁ ୧୪ ଦିନ୍ ତକ୍ ଲକଡାଉନ୍ ଘୋଷଣା ହେଇଥିଲେ ଭିଲ୍ ଦରକାରୀ ଜିନିଷ୍ ପତର ଘିନବାର ଲାଗି ସଖାଲୁ ୧୨ ବଜା ତକ୍ ସମିଆଁ ଦିଆଯାଇଛେ । ହେଲେ ଭିଲ୍ ଲୋକ୍ ଅମାନ୍ତିଆ ହେଇକରି ବଜାରକେ ଦୌଡୁଛନ୍ ଆରୁ କରୋନା ଗାଇଡଲାଇନ୍ ଭୁଲି ଯାଉଛନ୍ । କେନ୍ତା କାଣା ଭିଡ୍ ସମ୍ବଲପୁରନେ ରହିଛେ ଦେଖମା ପହରାର ଇ ଭିଡିଓନେ ।

Leave A Reply

Your email address will not be published.