ଘର ଭିତରେ ରହେଲେ ଭିଲ୍ ମାସ୍କ ପିନ୍ଧ

0

ରେକର୍ଡ ଉତାରୁ ରେକର୍ଡ କରିଚାଲିଛେ ଭାରତ । ଦେଶନେ କରୋନା ସଂଖ୍ୟା ଫିଦିନ୍ ଲାଖ୍ ଲାଖ୍ ସଂଖ୍ୟାନେ ବଢୁଛେ । ଇ ସଂଖ୍ୟାଟା ଆଗକେ ଆହୁରି ବଢବାର ନେଇକରି ଗୁଟେ ଆକଳନ କରିଛନ୍ ବୈଜ୍ଞାନିକମାନେ । ମେ ମାସ୍ ମଝି ଭିତରେ କରୋନା ସଂକ୍ରମଣକଁର ସଂଖ୍ୟା ୩୮ନୁ ୪୮ ଲାଖ୍ ଭିତରେ ପୁହିଁଞ୍ଚିବାର ଡର୍ ରହିଥିବାର କହିଛନ୍ ଆଇଆଇଯି ବୈଜ୍ଞାନିକ୍ । ସେଆଡେ ରାଜ୍ୟନେ ଭିଲ୍ ସ୍ଥିତି ସାଂଘାତିକ୍ ରହିଛେ । ଫିଦିନ୍ ସଂକ୍ରମଣ ଲାଗ୍ ଲାଗ୍ ୬ ହଜାର ଉପରେ ରହିଥିବାର ଦେଖବାର ଲାଗି ମିଲିଛେ । ଇତାର ସାଙ୍ଗେ ଦିନକେ ଦିନ୍ ରେଡ୍ ଜୋନ୍ ସଂଖ୍ୟା ଭିଲ୍ ବଢୁଛେ । ଦେଶ ସାଙ୍ଗେ ରାଜ୍ୟନେ କରୋନା ସ୍ଥିତି କାଣା ରହିଛେ ଆରୁ ବୈଜ୍ଞାନିକ୍‌କଁର ଆକଳନ୍ କାଣା ରହିଛେ ଦେଖମା ପହରାର ଆଜିର ଇ ଭିଡିଓନେ ।

Leave A Reply

Your email address will not be published.