ଡାକ୍ତରୀ ଆର୍ ଇଞ୍ଜିନିୟରିଂ କଲେଜ୍ କୋଟା ଲାଗି ବନ୍‌ଲା କମିଟି

0

ସରକରୀ ସ୍କୁଲ୍ ମାନକୁ ପଢୁଥିବାର୍ ଛୁଆ ମାନକର୍ ଲାଗି ଡାକ୍ତରୀ ଆର୍ ଇଞ୍ଜିନିୟରିଂ ସିଟ୍ ସଂରକ୍ଷିତ୍ କରବାର୍ ଲାଗି ଓଡିଶା ସରକର୍‌କଁର୍ ନିଷ୍ପତ୍ତିକେ କେନ୍ତା ହିସାବେ ଠିକ୍ ସେ କାର୍ଯ୍ୟକାରୀ ପରାଯାଇ ପାରବା ଯେ ସେତାର୍ ଉପରେ ଗୁତା ଉଚାର୍ କରବାର୍ ଲାଗି ରାଜ୍ୟ ସରକାର୍ ଗୁଟେ କମିଟି ସେ ବସେଇଛନ୍ । ଓଡିଶା ହାଇକୋର୍ଟନୁ ଅବସର ନେଇ ସାରିଥିବାର୍ ନ୍ୟାୟମୂର୍ତ୍ତି ଏକେ ମିଶ୍ର ସେ କମିଟିର୍ ମୁଖିଆ ରହେବେ । କମିଟିନେ ଆର୍ ଭିଲ୍ ମାଏନ୍‌ତା ସିଆନ୍ ସୂଜନ୍ ମାନେ ରହିଛନ୍ । ଯେହେତୁ ସଂରକ୍ଷଣ୍‌କେ ନେଇକରି ବହୁତ୍ ଟେ ମାମଲା ମାନେ ଚାଲିଛେ, ସରକାର୍ ନେଇ ଥିବାର୍ ଇ ନିଷ୍ପତ୍ତି , କେ କେନ୍ତାକରି ଠିକ୍ ହିସାବେ ଲାଗୁ କରାଯିବା ସେତାର୍ ଉପରେ କମିଟି ସବୁ ଜିନିଷ୍ ଟିକିନିକିନୁ କହେବେ ।

Leave A Reply

Your email address will not be published.