ଲାଲୁଙ୍କୁ ମିଲଲା ଜାମିନ୍‌

ଜାମିନ୍ ବାଦ୍ ଭିଲ ଜେଲନୁ ନାଇଁ ବାହାରିପାରନ ଲାଲୁ

0

ଚାରା ଘୁଟାଲାଥି ଜେଲନେ ସଜା ଭୁଗୁଥିବାର ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ମିଲେଛେ ଜମାନତ । ଚାଇବାସା ଟ୍ରେଜେରି କେସ୍‌ରେ ଜାମିନ ମିଲିଛେ । ତେଭେ ଲାଲୁ ଇହାଦେ ଜେଲନୁ ବାହାରକେ ନାଇଁ ଆସିପାରନ । ଦୁମକା ଟ୍ରେଜେରୀ ମାମଲାର କେସ୍ ଚାଲିଥିବାର ବେଲେ ଇତାର ଶୁଣାଣି ନାଇଁ ହେଇ, ଯେନଥିର ଲାଗି ଲାଲୁ ଜାମିନ ମିଲଲା ବାଦ୍ ଭିଲ ବାହାରକେ ଆସିନାଇଁ ପାରନ୍ ।

ଲାଲୁଙ୍କୁ ଚାଇବାସା ଟ୍ରେଜେରି କେସନେ ଜାମିନ୍ ମିଲଲା ବାଦ୍ ଆରଜେଡି ଆଡୁ ଟ୍ୱଟ୍ କରିକିନା ସୂଚନା ଦିଆଯାଇଛେ । ଲାଲୁଙ୍କୁ ଚତୁର୍ଥ ମାମଲାନେ ଭିଲ ଜାମିନ୍ ମିଲିଥିବାର ନେଇ କରି ଦଳ ଆଡୁ କୁହାଯାଇଛେ । ଇହାଦେ ତାଙ୍କର ନାଁନେ ଗୁଟେନ ମାମଲା ଚାଲିଛେ, ଆର ଇତାର ଦଣ୍ଡ ଅବଧି ନଭେମ୍ବର ୯ ତାରିଖରେ ଶେଷ ହେଲା ବାଦ୍ ସେ ଭଟାକେ ବାହାରିପାରବେ ବଲି ଆଶା କରାଯାଉଛେ ।

Leave A Reply

Your email address will not be published.