ପଦ୍ମଶ୍ରୀ ଡି. ରାଓକଁର ବିୟୋଗ୍‌

ଚା’ ବିକିକରି ବସ୍ତିଛୁଆକଁର ପାଠପଢେଇକିନା ଆସିଥିଲେ ଚର୍ଚ୍ଚାକେ

0

ଆରୁ ନାଇଁନ ପଦ୍ମଶ୍ରୀ ଡି. ପ୍ରକାଶ ରାଓ । କଟକ ଏସିସିବିନେ ଚିକିତ୍ସା କରାଯାଉଥିବାର ବେଲକେ ତାକଁର ବିୟୋଗ୍ ହେଇଛେ । ପହେଲାନୁ କରୋନାନେ ପଡିଥିଲେ ଆରୁ ତାକୁଁ ଏସିସିବିର ମେଡିକାଲର କୋଭିଡ୍ କେୟାରନେ ଭତ୍ତି କରାଯାଇଥିଲା । ଗଲା କିଛି ଦିନ୍ ହେଲା ଫେର୍ ଦିହି ବିଗଡିବାରନୁ ତାକୁଁ ମେଡିକାଲନେ ଭର୍ତ୍ତି କରାଯାଇଥିବାର ବେଲକେ ଦେହାନ୍ତ ହେଇଛେ ତାକଁର ।

୨୦୧୯ନେ ତାକୁଁ ସମାଜ ସେବା ଲାଗି ଭାରତ ସରକାର ପଦ୍ମଶ୍ରୀ ସମ୍ମାନନେ ସମ୍ମାନିତ୍ କରିଥିଲେ । ଦିହି ଖରାପ୍ ସମିଆଁନେ ପ୍ରକାଶ ରାଓକଁର ଚିକିତ୍ସା ଲାଗି ଜିଲ୍ଳା ପ୍ରଶାସନ୍ ଆଡୁ ସବୁ ସୁବିଧା ଯୁଗେଇ ଦିଆଯାଇଥିଲା । ରେଡକ୍ରସ୍ ଆଡୁ ଭିଲ୍ ୧୦ ହଜାର ଟଙ୍କା ଦିଆଯାଇଥିଲା ସହଯୋଗ ଲାଗି । କଟକନେ ଚା’ ଦୁକାନଟେ କରିକିନା ନିଜର ରୁଜଗାରନେ ଛୋଟଟେ ସ୍କୁଲ ଖୁଲିକରି ବସ୍ତିବାସିନ୍ଦାକୁଁ ପାଠ ପଢଉଥିଲେ ।

Leave A Reply

Your email address will not be published.