୮୮ତମ ଭାରତୀୟ ବାୟୁସେନା ଦିବସ୍‌

ପହେଲା ଥର ଲାଗି ସାମିଲ ହେଇକରି ଶକ୍ତି ଦେଖାଲା ରାଫେଲ ବିମାନ୍‌

0

ଭାରତୀୟ ବାୟୁସେନା ପାଲୁଛେ ୮୮ତମ ପ୍ରତିଷ୍ଠା ଦିବସ । ଇ ଅବସରଥି ଗାଜିଆବାଦର ହିଣ୍ଡନ ଏୟାରବେସନେ ଗୁଟେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛେ । କାର୍ଯ୍ୟକ୍ରମଥି ବାୟୁସେନା ମୁଖ୍ୟ ଆର.କେ. ଏସ୍ ଭଦୋରିଆ ଦେଶକବାସୀଙ୍କୁ ସମ୍ବୋଧନ କରିଥିବାର ବେଲେ ଦୁଶରା ବାୟୁସେନା ଅଧିକାରୀ ମାନେ ଭିଲ ଉପସ୍ଥିତ ରହିଥିଲେ । ପହେଲା ଥର ଲାଗି ବାୟୁସେନାନେ ନୂଆ କରି ସାମିଲ ହେଇଥିବାର ରାଫେଲ ଲଢୁଆ ବିମାନ କାର୍ଯ୍ୟକ୍ରମନେ ଭାଗ ନେଇଥିଲା । ଆକାଶନେ ବାୟୁସେନାନେ ସାମିଲ ଥିବାର ଦୁଶରା ଲଢୁଆ ବିମାନ ମାନେ ଭିଲ ଆଏଝ ନିଜର ପରାକ୍ରମ ଦେଖେଇଥିଲେ ।

ସେଆଡେ ଦେଶକେ ସମ୍ବୋଧନ କରିକିନା ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୋରିଆ ଦେଶର ସୁରକ୍ଷା ଉପରେ ଜହଁ ଗୁରୁତ୍ୱ ଦେଇଥିଲେ । ଦେଶ ଲାଗି ସବୁବେଲେ ବିପଦ ବଢୁଥିବାର ବେଲେ ପଡୋଶୀ ଶତ୍ରୁ ଦେଶ ମାନକଁର ମାଧ୍ୟମନେ ଆତଙ୍କବାଦୀ ଢୁକବାର ଭିଲ ଡର ରହିଛେ ବଲି କହିଥିଲେ । ସୀମା ଉପରେ ଭାରତୀୟ ସେନାର ନଜର ରହିଥିବାର ବେଲେ ବାୟୁସେନା ଆଡୁ ଶତ୍ରୁର ଗତିପଥକେ ଦେଖିକରି ପୁରା ପ୍ରସ୍ତୁତି କରାଯାଇଛେ । ଇହାଦେର ସ୍ଥିତିକେ ଆଏଁକ ଆଗାଡେ ରଖିକରି ଅତ୍ୟାଧୁନିକ ଲଢୁଆ ବିମାନ ବାୟୁ ସେନାରେ ସାମିଲ କରାଯାଉଛେ । ଆପାଚେ, ରାଫେଲ ଆଦି ବିମାନ ସେନାନେ ସାମିଲ ହେଇସାରିଛନ୍ । ଆର ଆଗକେ ଜୁହ୍ନା ବିମାନ ମାନକଁର ଭିଲ ନବୀକରଣ କରାଯିବାର ଲାଗି ଚେରେଷ୍ଟା ଜାରି ରହିଛେ ।

Leave A Reply

Your email address will not be published.