କରୋନାକେ ହରାଲେ ଶହେ ବଛରର ମହିଲା

ନାଜି ହତ୍ୟା ଚେଷ୍ଟା, ବିମାନ୍‌ ଦୁର୍ଘଟଣା ଆରୁ ସ୍ତନ କର୍କଟ ବେମାରନୁ

0

ନାଜି ହତ୍ୟା ଚେଷ୍ଟା, ବିମାନ୍‌ ଦୁର୍ଘଟଣା ଆରୁ ସ୍ତନ କର୍କଟ ବେମାରନୁ ବାହାରିଥିବାର ଜନେ ଶହେ ବଛରର ମହିଲା କରୋନାକେ ଭିଲ୍‌ ହରେଇଛନ୍‌ । ଜୀବନଥି କେତନି ସମସ୍ୟା ଦେଇକରି ଆଗକେ ଇ ମହିଲା ଜନକ ଗଲା ରଏବାର ତାକଁର ଶହେ ନମ୍ବର ଜନମ୍‌ ଦିନ୍‌ ମନେଇଛନ୍‌ । ବ୍ରିଟିଶ୍‌ର ଇ ମହିଲା ଜନକ୍‌ ହେଉଛନ୍‌ ଜୟ ଆଣ୍ଡର‌୍ୟୁ । ଗଲା ମେ ମାସ୍‌ ସେ କରୋନାନେ ପଡିଥିବାର ବେଲକେ ତାକଁର ଅବସ୍ଥା ପୁରା ବିଗଡି ଯାଇଥିଲା । ଯେନଥିର ଲାଗି ତାକୁଁ ଡାକ୍ତର ମାନେ ଲାଇଫ୍‌ ସପୋର୍ଟନେ ରଖିଥିଲେ । ହେଲେ ଏତିକର ଖରାପ ସମିଆଁନେ ଭିଲ୍‌ ଗୁଟେ ଯୋଦ୍ଧା ଲେଖେଁ ଲଢିକରି ଫେର୍‌ ନୂଆଁ ଜୀବନ୍‌ ଫିରିପାଇଥିଲେ । ଆରୁ ଦୁଇ ମାସ୍‌ ଉତାରୁ କରୋନା ବେମାରନୁ ଠିକ୍‌ ହେଇକରି ଘରକେ ଫିରିଥିଲେ ।

୧୯୨୦ନେ ଲଣ୍ଡନେ ଜନମ୍‌ ହେଇଥିଲେ ଆଣ୍ଡୁର‌୍ୟୁ । ସେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମିଆଁନେ ଓମେନ୍ସ ଏ୍ରାର ଫୋର୍ସ ନେ ଜନେ ସର୍ଜେଣ୍ଟ ଭାବେ ଯୋଗ ଦେଇଥିଲେ । ବମ୍ବର କମାଣ୍ଡ ଅପରେସନ୍‌ ରୁମ୍‌ନେ ଭିଲ୍‌ ସେ କାମ୍‌ କରିଥିଲେ । ୧୯୩୬ନୁ ୩୦ ବଛର ତକ୍‌ ସବୁନୁ ଅଏତକା ବୋମାବର୍ଷୀ ୟୁନିଟ୍‌ନେ ଫୋର୍ସ ଇନଚାର୍ଜ ରହିଥିଲେ । ତାକୁଁ ମାରବାର ଲାଗି ଭିଲ୍‌ ଚେଷ୍ଟା କରାଯାଇଥିଲା ଆରୁ ତାକୁଁ ଜନେ ନାଜି ଗାଡି ଦୁର୍ଘଟନାନେ ମାରବାକେ ଚେଷ୍ଟା କରିଥିଲା । ଯେନଥିରୁ ସେ ବଂଚିକରି ଆସିଥିଲେ । ହେନ୍ତା ଲିବ୍ରିାନେ ହେଇଥିବାର ଗୁଟେ ବିମାନ ଦୁର୍ଘଟନାନେ ସେ ଜୀବନ୍‌ ମରନ୍‌ ସାଙ୍ଗେ ଲଢିକରି ବାହାରିଆସିପାରିଥିଲେ ।

Leave A Reply

Your email address will not be published.