ଆର ଦୁଇ ଦିନ୍ ଇଣ୍ଟରନେଟ୍ ସେବା ବନ୍ଦ

ସିଂଘୁ, ଟିକ୍ରି ଆରୁ ଗାଜିପୁର୍ ସୀମାନେ ଇଣ୍ଟରନେଟ୍ ସେବା ସ୍ଥଗିତ୍

0

ଜାରି ରହିଛେ ଚାଷୀ ଆନ୍ଦୋଲନ୍ । ନୂଆ କୃଷି ଆଇନନେ ବିରୋଧ କରିକିନା ସିଂଘୁ, ଟିକ୍ରି ଆରୁ ଗାଜିପୁର୍ ସୀମାନେ ଚାଷୀ ଧାରନାନେ ଇହାଦେ ଭିଲ୍ ରହିଛନ୍ । ସେଆଡେ ଗୃହ ବ୍ୟାପାର ମନ୍ତ୍ରାଳୟ ଆଡୁ ଆହୁରି ଦୁଇ ଦିନ୍ ଇଣ୍ଟରନେଟ୍ ସେବା ସ୍ଥଗିତ୍ ରଖାଯାଇଛେ। ସରକାରୀ ନିର୍ଦ୍ଦେଶ ହିସାବେ ଲୋକମାନକଁର ସୁରକ୍ଷାକେ ଆଏଁଖ ଆଗାଡେ ରଖିକରି ନିଷ୍ପତ୍ତି ନିଆଯାଇଥିବାର ଜନାପଡିଛେ । ଜାନୁଆରୀ ୩୧ ତାରିଖ ରାତି ୧୧ ବଜାନୁ ଫେବୃଆରୀ ୨ ତାରିଖ ରାତି ୧୧ ବଜା ତକ୍ ଇଣ୍ଟରନେଟ୍ ସୁବିଧା ବନ୍ଦ କରାଯାଇଥିଲା । ହେଲେ ଇହାଦେ ଇତାକେ ଆହୁରି ଦୁଇ ଦିନ୍ ଲାଗୁ କରାଯିବାର ନେଇକରି ସୂଚନା ଦିଆଯାଇଛେ । ଜାନୁଆରୀ ୨୬ ଟ୍ରାକ୍ଟର ରାଲି ଉତାରୁ ଫେର୍ ଦିଲ୍ଲୀର ସିଂଘୁ, ଗାଜିପୁର ଆରୁ ଟିକ୍ରି ସୀମାନେ ଆନ୍ଦୋଲନ ଜାରି ରଖବାର ଲାଗି ନିଷ୍ପତ୍ତି ନେଇଛନ୍ । ସେଆଡେ ସ୍ଥାନୀୟ ଲୋକ୍ ଚାଷୀକୁଁ ବିରୁଧ କରବାରନୁ ଝମେଲିଆ ସ୍ଥିତି ଭିଲ୍ ବନିଥିଲା । ଯେନଥିର ଲାଗି ଇଠାନେ ସୁରକ୍ଷା ବେବସ୍ଥା ଆହୁରି କଡାକଡି କରାଯାଇଥିବାର ବେଲକେ ଇଣ୍ଟରନେଟ୍ ବେବସ୍ଥାକେ ଅସ୍ଥାୟୀ ଭାବେ ବନ୍ଦ ରଖବାର ଲାଗି ନିର୍ଦ୍ଦେଶ ଦିଆଯାଇଥିଲା ଗୃହ ମନ୍ତ୍ରଳାୟ ଆଡୁ ।

Leave A Reply

Your email address will not be published.