ମହିଲାକୁଁ ଶୁଭେଚ୍ଛା ଜନାଲେ ମୁଖ୍ୟମନ୍ତ୍ରୀ

ମହିଲାକୁଁ ସଶକ୍ତ କରବାର ଦିଗନେ ଦଲ ଆଡୁ ଚେଷ୍ଟା କରାଯାଉଥିବାର କହେଲେ ମୁଖ୍ୟମନ୍ତ୍ରୀ

0

ଆଏଜ ଅନ୍ତର୍ଜାତୀୟ ମହିଲା ଦିବସ ଅବସରନେ ମହିଲାକୁଁ ଶୁଭେଚ୍ଛା ଜନେଇଛନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହିଲା ଦିବସ ଲାଗି ରାଜ୍ୟ ବିଜେଡି କାର୍ଯ୍ୟାଳୟନେ ହେଇଥିବାର ଗୁଟେ କାର୍ଯ୍ୟକ୍ରମ୍‌ନେ ମୁଖ୍ୟମନ୍ତ୍ରୀ ସାମିଲ ହେଇକରି ଉଦବୋଧନ୍ ଦେଇଛନ୍ । ମହିଲାକଁର ଉନ୍ନତି ଲାଗି ବିଜୁବାବୁ କାମ୍ କରୁଥିଲେ ଆରୁ ଇତାକେ ଇହାଦେ ଦଲ୍ ଆଡୁ ଆଗକେ ନିଆଯାଉଛେ । ମହିଲାକୁଁ ସଶକ୍ତ କରବାର ଲାଗି ବିଜେଡି ଆଡୁ ସବୁବେଲେ ଚେଷ୍ଟା ଜାରି ରହିଥିବାର କହିଛନ୍ ମୁଖ୍ୟମନ୍ତ୍ରୀ । ସବୁ ମାଁ ମାନକଁର ଭିତରେ ନେତୃତ୍ୱ ନେବାର ଶକ୍ତି ରହିଛେ । ଯିଏ ଘରର ସବୁ ଦାୟିତ୍ୱ ଠିକ୍ ହିସାବେ ନେଇପାରୁଛେ ତାର ଲାଗି ସମାଜର ଦାୟିତ୍ୱ ନେବାରନେ କେନସି ଅସବିଧା ନାଇଁନ ବଲି ସେ କହିଛନ୍ । ରାଜ୍ୟ ସରକାରକଁର ଆଡୁ ମହିଲାକୁଁ ସ୍ୱାବଲମ୍ବୀ କରବାର ସାଙ୍ଗେ ଦୁଶରା ସବୁ ସୁବିଧା ଯାହା ଯୋଗେଇ ଦିଆଯାଇଛେ ସେ ବାବଦେ ଭିଲ୍ କହିଥିଲେ ।

Leave A Reply

Your email address will not be published.