ମହାରାଷ୍ଟ୍ରନେ ଫିର୍‌ଘାଏ ଲକ୍‌ଡାଉନ୍ କଥାକେ ନେଇକରି ଲୁକକୁଁ ସତର୍କ କରାଲେ ଉଦ୍ଧବ୍ ଠାକ୍‌ରେ

0

କୋଭିଡ ସଂକ୍ରମଣ୍ ଫିର୍‌ଥରେ ବଢୁଥିବାର୍ ନେଇକରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ୍ ଠାକ୍‌ରେ ଆଉ ଥରେ ଲକ୍ ଡାଉନ୍ କରାଯିବା ବଲିକରି ଲୋକମାନକୁଁ ସତର୍କ କରେଇଛନ୍ । କୋଭିଡ ନିୟମ୍ କେ ନାଈ ମାନୁଥିବାର୍ ଲୁକକଁର୍ ଉପରେ କାର୍ଯ୍ୟନୁଷ୍ଠାନ୍ ନିଆଯିବା ବଲିକରି ସେ କହିଛନ୍ । ଲୋକମାନେ ନିୟମ୍ କେ ଭଲ୍ ଭାବେ ନାଇ ମାନ୍‌ଲେ ଲକ୍‌ଡାଉନ୍ କରାଯିବା ବଲିକରି ସେ କହିଛନ୍ । ମୁମ୍ବାଇ ମେଟ୍ରୋ ଆର୍ ମରାଠ ୱାଡ୍ ନେ ସଂକ୍ରମଣ ବେଶି ବଢୁଛେ । ସବୁ ଜାଗା ନେ କୋଭିଡ୍ ନିୟମ୍ କେ ଲୋକ୍‌ମାନେ ମାନୁଛନ୍ କି ନାଇ ଦେଖ୍‌ବାର୍ ଲାଗି ସ୍ଥାନୀୟ ପ୍ରଶାସନ୍ କେ ନିର୍ଦ୍ଦେଶ୍ ଦେଇଛନ୍ ମୁଖ୍ୟମନ୍ତ୍ରୀ ଉଦ୍ଧବ୍ ଠାକ୍‌ରେ । ଯଦି ପରିସ୍ଥିତି ବେଶି ବିଗ୍‌ଡିବା ତ ଲକ୍‌ଡାଉନ୍ କର୍‌ବାର୍ କେ ବାଧ୍ୟ ହେବେ ବଲିକରି ସେ କହିଛନ୍ ।

Leave A Reply

Your email address will not be published.