ନରୱେ ନେ ଫାଇଜର୍ ଟିକା ନେଲା ୨୩ ଜୀବନ୍

0

ୟୁରୋପର୍ ନରୱେ ନେ ଫାଇଜର୍ ର କରୋନା ଟିକା କେ ନେଇକରି ୨୩ ଜନକଁର୍ ଜୀବନ୍ ଯାଇଛେ । ଟିକା ନେବାର୍ ଉତାରୁ ସେମାନେ ଅସୁସ୍ଥ ହେଇକରି ନିଜର୍ ଜୀବନ୍ ହରେଇଛନ୍ । ମେଡିକାଲ୍ ରିପୋର୍ଟ ଅନୁସାରେ ଫାଇଜର୍ ଟିକା ନେବାର୍ ଉତାରୁ ପାଶ୍ୱର୍ପ୍ରତିକ୍ରିୟା ହେବାର୍ ଥି ଜୀବନ୍ ଯାଇଥିବାର୍ ସୂଚନା ମିଲିଛେ । ଜୀବନ୍ ହାରିଥିବାର୍ ଲୋକକଁର୍ ବୟସ୍ ପାଖାପାଖି ୮୦ ନୁ ବେଶୀ ହେଇଥିବାର୍ ଜନା ପଡିଥିବାର୍ ବେଲ୍‌କେ ସେମାନକଁର୍ ଭିତ୍‌ରୁ ମହିଲା ମାନକଁର୍ ସଂଖ୍ୟା ବେଶୀ ରହିଛେ ।

ଫାଇଜର୍ ଟିକା ନେବାର୍ ଉତାରୁ ସେନର୍ ବହୁତ୍‌ଟେ ଲୋକ୍ ଅସୁସ୍ଥ ଥିବାର୍ ସେନର୍ ସ୍ୱାସ୍ଥ୍ୟ ବିଭାଗ୍ ଆଡୁ ସୂଚନା ମିଲିଛେ । ନରୱେ ନେ ଡିସେମ୍ବର୍ ନୁ ଇହାଦେ ତକ୍ ୩୦ ହଜାର୍ ନୁ ବେଶୀ ଲୁକକୁଁ କରୋନା ଟିକା ଦିଆଯାଇଥିବାର୍ ଜନା ପଡିଥିବାର୍ ବେଲ୍‌କେ ଫାଇଜର୍ ଟିକା କେ ନେଇକରି ଅଭିଯୋଗ୍ ଆସବାର୍ ଉତାରୁ ଫାଇଜର୍ ଟିକା ବୟସ୍କ ଲୋକ ମାନକଁର୍ ଲାଗି ନୁହେଁ ବଲିକରି ସେନର୍ ସରକାର୍ ଘୋଷଣା କରିଛନ୍ । ସେଥିର୍ ଲାଗି ‘ଫାଇଜର୍ ବାୟୋଏନ୍‌ଟକେ୍ ‘ୟୁରୋପ୍ ଟିକା ପଠାବାର୍ ବନ୍ଦ୍ କରିଦେଇଛେ ।

Leave A Reply

Your email address will not be published.