ମେ’୪ ନୁ ସିବିଏସ୍‌ଇ ପରୀକ୍ଷା 

0

ଇ ବରଷ୍ ସିବିଏସ୍‌ଇ ର ମେଟ୍ରିକ୍ ଆର୍ ପ୍ଲସ୍ ୨ ପରୀକ୍ଷା ଆଏବାର୍ ମେ’ ୪ ତାରୀଖ୍ ନୁ ହେବା ବଲିକରି ସିବିଏସ୍‌ଇ ବୋର୍ଡ ଆଡୁ ଘୋଷଣା କରାଯାଇଛେ । ଆଗ୍‌ରୁ ଇ ନେଇକରି ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ‘ନିଶଙ୍କ’ ଇ ବିଷୟ୍ ନେ ଆଗରୁ ସୁଚନା ଦେଇଥିଲେ । ମେ ୪ ତାରିଖ୍ ନୁ ହେଉଥିବାର୍ ସିବିଏସ୍‌ଇ ୧୦କ୍ଲାସ୍ ପରୀକ୍ଷା ଆରମ୍ଭ ହେଉଥିବାର୍ ବେଲ୍‌କେ ଜୁନ୍ ୭ ତାରିଖ୍ ଶେଷ୍ ହେବା ସେନ୍ତା ସିବିଏସ୍‌ଇ +୨ ପରୀକ୍ଷା ମେ ୪ ନୁ ଆରମ୍ଭ ହଇକରି ଜୁନ୍ ୧୧ ନେ ସରବା । ସବୁ ବରଷ୍ ୪୫ ଦିନ ଧରିକରି ପରୀକ୍ଷା ମାନେ କରାଯାଉଥିବାର୍ ବେଲ୍‌କେ ଇ ବରଷ୍ ୩୯ ଦିନ୍ କରାଯିବା । ପରୀକ୍ଷା କୋଭିଡ୍ ଗାଇଡଲାଇନ୍ ଭିତ୍‌ରେ କରାଯିବା । ଯେନଥି ପରୀକ୍ଷାର୍ଥୀ ମାନେ ମାସ୍କ୍ ପିନ୍ଧବାର୍ ବାଧ୍ୟତାମୂଲକ୍ କରାଯାଇଛେ । ସେନ୍ତା ପରୀକ୍ଷା କେନ୍ଦ୍ର ମାନକୁଁ ସାନିଟାଇଜ୍ କରାଯିବାର୍ ସାଙ୍ଗେ ସାମାଜିକ୍ ଦୂରତା କେ ଧ୍ୟାନ ଥି ରଖିକରି ପରୀକ୍ଷା ଦେବେ ପରୀକ୍ଷାର୍ଥୀ ମାନେ ।

Leave A Reply

Your email address will not be published.