ନେହା ରୋହନଙ୍କ ବିହା ନେଇ ଚର୍ଚ୍ଚା

0

ବିହା ହେବେ କଣ୍ଠଶିଳ୍ପୀ ନେହା କକ୍କଡ । ସିଙ୍ଗର ରୋହନପ୍ରୀତ ସିଂହଙ୍କର ସାଙ୍ଗେ ଯୁଡି ରଚାବାକେ ଯାଉଥିବାର ନେଇକିନା ଚର୍ଚ୍ଚା ଜୋର ଧରିଛେ । ପହେଲାନୁ ଦୁହିଭ୍‌କର ବିହାଘର ନେଇକିନା ବିଟାଉନ୍‌ନେ ଗସିପ୍ ଚାଲିଥିବାର ବେଲେ ଇହାଦେ ଦୁହିଙ୍କର ବିହାକାର୍ଡ ସୋସିଆଲ ମିଡିଆନେ ଭାଇରାଲ ହେଇଛେ । ନେହା କକ୍କଡଙ୍କର ଗୁଟେ ଫେନ୍ କ୍ଲବ ଆଡୁ ବିହା କାର୍ଡର ଫଟୁ ସେୟାର କରାଯାଇଛେ । ଆଏବାର ୨୬ ତାରିଖନେ ଦୁହିଙ୍କର ବିହା ପଂଜାବନେ ହେବାର ଥିବା ନେଇକରି ଇଥରୁ ଝନାପଡିଛେ । ନେହା ନିଜେ ଇ ନେଇକରି ଇହାଦେ ତକ୍ ଠିକ୍ ହିସାବେ କିଛି ନାଇଁ କହିଥିଲେ ବି କିଛିଟା ହିଂଟସ୍ ଦେଇଛନ୍ । ଆଗକେ ରୋହନପ୍ରୀତଙ୍କର ସାଙ୍ଗେ ନେହାଙ୍କର ଗୁଟେ ମ୍ୟୁଜିକ୍ ଭିଡିଓ ନେହା ଦା ବ୍ୟାହ ରିଲିଜ୍ ହେବାକେ ଯାଉଛେ । ଯେନଟା ୨୧ ତାରିଖନେ ମୁକ୍ତିଲାଭ କରବା ବଲି ଝନାପଡିଛେ । ତେଭେ ପହେଲାନୁ ନେହା ବଲିଉଡ ଅଭିନେତା ହିମାଂଶଙ୍କୁ ଡେଟ୍ କରୁଥିବାର ବେଲେ ଦୁହିଙ୍କର ବେକ୍ରଅପ୍ ହେଇଥିଲା । ଯେନଟାକେ ନେଇକରି ନେହା ଖୋବଟେ ଦିନ ତକ୍ ଡିପ୍ରେସନ୍‌ନେ ଭିଲ ରହିଥିଲେ ।

Leave A Reply

Your email address will not be published.