‘ପରାକ୍ରମ ଦିବସ୍‌’ ହିସାବେ ପାଳନ୍ କରାଯିବା ନେତାଜୀକଁର୍ ଜନମ୍ ଦିନ୍

0

ସବୁ ବରଷ୍ ଜାନୁଆରୀ ୨୩ ତାରିଖ୍ କେ ନେତାଜୀ ସୁବାଷ୍ ଚନ୍ଦ୍ର ବୋଷ୍‌କଁର୍ ଜନମଦିନ୍ ହିସାବେ ପାଳନ୍ କରା ଯାଉଥିବାର୍ ବେଲ୍‌କେ ଆଗ୍‌କେ ତହାକଁର୍ ଜନମ୍ ଦିବସ୍ କେ ପରାକ୍ରମ ଦିବସ୍ ହିସାବେ ପାଳନ୍ କରାଯିବା ବଲିକରି କେନ୍ଦ୍ର ସରକାର୍‌କଁର୍ ଆଡୁ ଘୋଷଣା କରାଯାଇଛେ । କେନ୍ଦ୍ର ସଂସ୍କୃତି ମନ୍ତ୍ରାଲୟ ର ସୂଚନା ହିସାବେ ନେତାଜୀ ସବୁ ବେଲେ ଦେଶ୍ ଲାଗି ନିସ୍ୱାର୍ଥପର୍ ଭାବେ ଲଢି ଆସିଥିଲେ ସେଥିର୍ ଲାଗି ତାହାକୁଁ ସମ୍ମାନ ଦେବାର୍ ଲାଗି ତାକଁର୍ ଜନମ ଦିନ୍ କେ ପରାକ୍ରମ୍ ଦିବସ୍ ହିସାବେ ସବୁ ବଛର୍ ପାଲନ୍ କରାଯିବା ।

ଆଏବାର୍ ୨୩ ତାରିଖ୍ ନେତାଜୀକଁର୍ ଜନମଦିନ୍ ନେ ତାକଁର୍ ଦେଶ୍ ଲାଗି ଦେଇଯାଇଥିବାର୍ ଅବଦାନ୍ କେ ଦେଶ୍‌ବାସୀକଁର୍ ମନେ ପକାବାର୍ ଲାଗି କେନ୍ଦ୍ର ସରକାର୍ ନେତାଜୀକଁର୍ ଜନମ ଦିବସ୍ କେ ପରାକ୍ରମ୍ ଦିବସ୍ ହିସାବେ ପାଲନ କର୍‌ବେ ବଲିକରି କହିଛନ୍ । ନେତାଜୀକଁର୍ ଜନମ୍ ଦିନ ଅବସର୍ ନେ ନୁଆଦିଲ୍ଲୀ ରେଡଫୋର୍ଟନେ ସ୍ଥାପନା କରାଯାଇଥିବାର୍ ଗୁଟେ ମ୍ୟୁଜିୟମ୍ କେ ଉଦ୍‌ଘାଟନ୍ କର୍‌ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Leave A Reply

Your email address will not be published.