କେନ୍ତା ରହିଛେ ତରଭୁଜ୍‌ର ଦାମ୍

0

ଖରାଦିନିଆଁ ଫଲ୍ ମାନକଁର ଭିତରେ ତରଭୁଜ୍ ଭିଲ୍ ରହିଛେ । ତରଭୁଜ୍ ଖାଏବାର ଲାଗି କାହାକେ ଭଲ୍ ନାଇଁ ଲାଗେ । ଆର ଇ ଖରା ଦିନେ ତରଭୁଜ୍‌ର ଖାଏବାର ମଜା ହିଁ କିଛି ଅଲଗା ଆଏ । ହେଲେ ଆପଣମାନେ ଜାନିଛନ୍ କାଏଁ ଇ ତରଭୁଜ କେନ୍ ମାସୁ ଫଲାବାର ଆରମ୍ଭ କରିଥିସନ୍ ଚାଷୀ । କେନ୍ତା ଜାଗାନେ ଫଲିସି ତରଭୁଜ ଆରୁ ମଞ୍ଜି, ସାର୍ କେନ୍ତା କାଣା ଦିଆଯାଇଥିସି । ଇ ସବୁ ଜାନବାର ଲାଗି ଆମେ ଜନେ ଚାଷୀକଁର ପାଶେ ପୁହୁଁଞ୍ଚିଥିଲୁ ଆରୁ ପଚରେଇ ବୁଝିଥିଲୁ । ସେନ୍ତା ଇହାଦେ ବଜାରନେ କେନ୍ତା କାଣା ଦାମ୍ ରହିଛେ ତରଭୁଜ୍‌ର ସେଟା ଭିଲ୍ ପଚରେଇ ବୁଝିଥିଲୁ । ତ ଇ ସବୁ ପ୍ରଶ୍ନର ଉତ୍ତର ଜାନବାର ଲାଗି ଦେଖୁନ୍ ପହରାର ଆଜିର ଇ ଭିଡିଓ ।

Leave A Reply

Your email address will not be published.