ସ୍ପୋର୍ଟ୍ସ ଷ୍ଟାର୍ ହେଲା ଓଡିଶା

0

ଓଡିଶାନେ ଖେଲ୍ କୁଦ୍ ର୍ ବିକାଶ୍ ଲାଗି ରାଜ୍ୟ ସରକାର୍‌କଁର୍ ଚେଷ୍ଟା କେ ଇହାଦେ ଖେଲ୍‌କୁଦ୍ ର୍ ମେଗେଜିନ୍ ସ୍ପୋର୍ଟ୍ସ ଷ୍ଟାର୍ ଆଡୁ ପ୍ରଶଂସା କରାଯାଇଛେ । ଓଡିଶାନେ ହେଇଥିବାର୍ ଖେଲ୍‌କୁଦ୍ ର୍ ବିକାଶ୍ କେ ନେଇକରି ସ୍ପୋର୍ଟ୍ସ ଷ୍ଟାର୍ ଆଡୁ ଓଡିଶାକେ ଶ୍ରେଷ୍ଠ ରାଏଜ୍ ହିସାବେ ସମ୍ମାନିତ୍ କରାଯାଇଛେ । ୨୦୧୧ ନୁ ୨୦୨୦ ଭିତ୍‌ରେ ଖେଲ୍‌କୁଦ୍ କେ ନେଇକରି ରାଏଜ୍‌ନେ ହେଇଥିବାର୍ ପ୍ରଚାର୍ ପ୍ରସାର୍ ଲାଗି ରାଜ୍ୟ ସରକାର୍ ନେଇଥିବାର୍ ପଦକ୍ଷେପ୍ କେ ଦେଖିକରି ଇ ସମ୍ମାନ୍‌ଟା ଦିଆଯାଇଛେ । ଲୋକସଭା ଭବନ୍ ଥି ଇ କାର୍ଯ୍ୟକ୍ରମ୍ କରାଯାଇଥିଲା ଯେନଥି୍ ବହୁତ୍‌ଟେ ନାଁକରା ଖେଲାଲୀ ମାନେ ଯୋଗ୍ ଦେଇଥିଲେ । ଆର୍ ସେମାନକଁର୍ ଉପସ୍ଥିତି ନେ ନାଁକରା ଖେଲାଲୀ ଏମ୍‌ଏମ୍ ସୌମୟା ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକକୁଁ ଇ ପୁରସ୍କାର୍ ଦେଇଥିଲେ । ପୁରସ୍କାର୍ ନେବାର୍ ଉତାରୁ ମୁଖ୍ୟମନ୍ତ୍ରୀ ନିଜର୍ ଭାଷଣ ଜରିଆ ନେ କହିଥିଲେ ଯେ ଓଡିଶାବାସୀକଁର୍ ଆଡୁ ସେ ଇ ପୁରସ୍କାର୍ ନେଉଛନ୍ ଆର୍ ଯେନଥି ସେ କରୋନା ମହାମାରୀ ସାଙ୍ଗେ ଲଢିକରି ସବୁ କ୍ଷେତ୍ର ନେ ଆଗ୍‌କେ ବଢୁଛୁ ବଲିକରି ଆହ୍ୱାନ୍ ଦେଇଥିଲେ । ସୁନୀଲ୍ ଗାଭାସ୍କର୍‌କଁର୍ ନେତୃତ୍ୱନେ ଓଡିଶାକେ ଖେଲର୍ ଶ୍ରେଷ୍ଠ ରାଏଜ୍ ହିସାବେ ବଛାଯାଇଥିଲା । ଯେନଥି ଶ୍ରୀ ନବୀନ୍ ପଟ୍ଟନାୟକ୍ ସ୍ଟୋର୍ଟ୍ସ ଷ୍ଟାର୍ କେ ଭାରତର୍ ଜୁଆନ୍ ଖେଲାଲୀ ଆର୍ ଯୁବପିଢୀ ମାନକଁର୍ ଲାଗି ଗୁଟେ ସୁଯୋଗ୍ ବଲିକରି ସେ କହିଥିଲେ । ଆହୁରି ସେ ନିଜର୍ ଭାଷଣ ଥି କହିଥିଲେ ଯେ ଓଡିଶାନେ ଆନ୍ତର୍ଜାତୀୟ୍ ଖେଲ୍ କରିକିନା ସେ ସଫଲ୍ ହେଇପାରିଛନ୍ ତାର୍ ସାଙ୍ଗେ ଆଗ୍‌କେ ବି ସେ ପଶ୍ଚିମ୍‌ଓଡିଶାର୍ ରାଉର୍‌କେଲା ନେ ହକି ଲାଗି କରାଯାଉଥିବାର୍ ବିଶ୍ୱର୍ ସବୁନୁ ବଡ ଷ୍ଟାଡିୟମ୍‌  ଯେନଟା  ଓଡିଶାକେ ଖେଲ ଦିଗେ ଗୁଟେ ନୂଆ ପରିଚୟ୍ ଦେବା ବଲିକରି କହିଥିଲେ । ସେ ପଶ୍ଚିମ୍‌ଓଡିଶାର୍ ସୁନ୍ଦରଗଡ ଜିଲ୍ଲା ର ସବୁ ବ୍ଲକ୍ ନେ ସିନ୍ଥେଟିକ୍ ହକି ଟର୍ଫ ତିଆରି କରିକିନା ଓଡିଶା କେ ଖେଲ୍ ଦିଗେ ଗୁଟେ ଉଜ୍ଜଲ୍ ଭବିଷ୍ୟତ୍ ଦେବେ ବଲି କହିଥିଲେ । ଇ କାର୍ଯ୍ୟକ୍ରମ୍ ନେ ଓଡିଶା ଆର୍ ଓଡିଶା ବାହାର୍ ର୍ ବି ବହୁତ୍‌ଟେ ନାଁ କରା ଖେଲାଲୀ ମାନେ ଯୋଗ୍ ଦେଇଥିଲେ । ଆର୍ ସବୁ କ୍ଷେତ୍ର ନେ ଓଡିଶାକେ ଗୁଟେ ସଶକ୍ତ ଆର୍ ନୂଆ ଓଡିଶା ବନାବାର୍ ଲାଗି ମୁଖ୍ୟମନ୍ତ୍ରୀ ୪ କୋଟି ଓଡିଆ ଆର୍ ଯୁବପିଢୀ ମାନକୁଁ ଆହ୍ୱାନ୍ ଦେଇଥିଲେ ।

Leave A Reply

Your email address will not be published.