ବିନା ଆଧାରକାର୍ଡ ନେ ଭିଲ୍ ହେଇପାର୍‌ବା କୋ-ୱିନ୍ ରେଜିଷ୍ଟ୍ରେସନ୍

0

କୋରୋନା ଟୀକା ଲାଗି କେନ୍ଦ୍ର ସରକାର୍‌କଁର୍ କୋ-ୱିନ୍ ପୋର୍ଟାଲ୍‌ନେ ରେଜିଷ୍ଟ୍ରେସନ୍ ଲାଗି ଆଧାର୍ କାର୍ଡ ବାଧ୍ୟତାମୁଲକ୍ ନୁହେଁ ବଲିକରି ସୂଚନା ଦେଇଛନ୍ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ । କୋ-ୱିନ୍ ରେଜିଷ୍ଟ୍ରେସନ୍ ବାବ୍‌ଦେ ଶୁକ୍ରୁବାର୍ ଦିନ ଲୋକସଭା ସୂଚନା ଦେଇଛନ୍ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । କୋ-ୱିନ୍ ପୋର୍ଟାଲ୍ କେ ମିଲିତ ଜାତିସଂଘ ବିାକଶ କାର୍ଯକ୍ରମ (ୟୁଏନ୍‌ଡିପି) ଭାରତ କାର୍ଯ୍ୟଳୟର୍ ସହଯୋଗନେ ଭାରତ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଡୁ ତିଆରି କରାଯାଇଛେ । କୋଭିଡ ୧୯ ର ଟୀକା ନେବାର୍ ଲାଗି କେନ୍ଦ୍ର ସର୍‌କାରକଁର୍ କୋ-ୱିନ୍ ପୋର୍ଟାଲ୍ ନେ ରେଜିଷ୍ଟ୍ରେସନ୍ ଲାଗି ଆଧାରକାର୍ଡ ବାଧ୍ୟତାମୂଲକ୍ ନୁହେଁ ବଲି ଶ୍ରୀ ଚୌବେ କହିଛନ୍ । କୋ-ୱିନ୍ ପୋର୍ଟାଲ୍ ତିଆରି ବେଲେ ୫୮.୯୦ ଲାଖ୍ ଟକାଁ ଖର୍ଚ୍ଚା ହେଇଛେ । କୋ-ୱିନ୍ ପୋର୍ଟାଲ୍ ନେ ବି ସବକର୍ ଡାଟା ସୁରକ୍ଷିତ୍ ରହେବା ବଲିକରି କୁହାଯାଇଛେ ।

Leave A Reply

Your email address will not be published.