ଜାତି ଧରମ୍ ନାଇ ଦେଖିକରି ରାମ ନାମ୍ ନେଇକରି କର୍‌ଲେ ଶବ ଦାହ୍

0

କରୋନା ମହାମାରୀ ଲାଗି ଇହାଦେ ସବୁଆଡେ ଲୋକ ମାନକଁର୍ ଦେହାନ୍ତ ହେଉଥିବାର୍ ବେଲ୍‌କେ ତାକଁର୍ ମର୍ ଶରୀର୍ କେ ପୁଡାବାର୍ ଲାଗି ନିଜର୍ ବନ୍ଧୁ ବାନ୍ଧବ୍ ଆର୍ ପରିବାର୍ ଲୁକେ କରୋନା କେ ଡରିକରି ନାଇ ଆସୁଥିବାର୍ ଟା ଦେଖ୍‌ବାର୍ କେ ମିଲୁଛେ । ହେଲେ ଇହାଦେ ବି ଏନ୍ତା କେତେ ଜଣ ଲୋକ୍ ଅଛନ୍ ଯେନ୍ ମାନକଁର୍ ଲାଗି ରକ୍ତ ସମ୍ପର୍କ , ଜାତି ଧରମ୍ ବଡ ନାଇ ହେଇକରି ମନୂଷ୍ ପଣିଆ ବଡ୍ ହେଇଛେ । ଆର୍ ସେମାନେ ଏନ୍ତା ଲୁକକଁର୍ ମଲା ଶରୀର୍ କେ ପୂଡାବାର୍ ଲାଗି ଆଗ୍‌କେ ଆସିଥିସନ୍ । ଏନ୍ତା ଗୁଟେ ଘଟନା ଦେଖ୍‌ବାର୍ କେ ମିଲିଛେ ସୁନ୍ଦର୍‌ଗଡ ଜିଲ୍ଲାନେ ସେମାନେ ଶ୍ମାଶାନ୍ ବନ୍ଧୁକଁର୍ ସାହାର୍ଯ୍ୟ ନେଇକରି ଜଣେ ମୁସଲ୍‌ମାନ୍ ଯୁବକ୍ ହିନ୍ଦୁ ରୀତି ନୀତି ଥି ଜଣେ ହିନ୍ଦୁ ଲୁକକଁର୍ ଶବ ସତ୍କାର୍ କରିଥିଲେ । ସେ କେନ୍ତା ରାମ୍ ନାମ୍ ଧରିକି ତାକଁର୍ ଶବ ଦାହ କରିଥିଲେ ଦେଖ୍‌ମା ପହରାର୍ ଇ ଭିଡିଓନେ

Leave A Reply

Your email address will not be published.