ବଜେଟ୍ ୨୦୨୧-୨୦୨୨ ନେ କାଣା ହେଲା ଶସ୍ତା ଆର୍ କାଣା ମହଙ୍ଗା

0

ଆଜି ସଂସଦ୍ ଭବନ୍ ନେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ୨୦୨୧-୨୦୨୨ ର ବଜେଟ୍ ଉପସ୍ଥାପନ୍ କରିଛନ୍ । ଯେନ୍‌ଟା କି ପହେଲା ଥର ଲାଗି ପେପର୍ ଲେସ୍ କରାଯାଇଛେ । ଭିନ୍ ଭିନ୍ କ୍ଷେତ୍ର ଲାଗି ଅଲ୍‌ଗା ଅଲ୍‌ଗା ପ୍ୟାକେଜ୍ ଘୋଷଣା କରାଯାଇଛେ । ଆର୍ ଇ ବରଷ୍ ବଜେଟ୍ ନେ କେତେଟା ଜିନିଷ୍ ଶସ୍ତା ଆର୍ କେତେଟା ଜିନିଷ୍ କେ ମହଙ୍ଗା କରାଯାଇଛେ ।
ମହଙ୍ଗା – ଇଲେକ୍ଟ୍ରିକ୍ ଜିନିଷ୍ , ପେଟ୍ରୋଲ୍ ,ଡିଜେଲ୍ , ମୋବାଇଲ୍ ଫୋନ୍ , ମୋବାଇଲ୍ ଚାର୍ଜର୍ , ସୁତା କପଡା , ବିଦେଶୀ ଖାନା, ବିଦେଶୀ ତେଲ୍ , ସୋଲାର୍ ଇନଭର୍ଟର୍ , ଅଟୋ ପାର୍ଟସ୍ ଇତ୍ୟାଦି ମହଙ୍ଗା କରାଯାଇଛେ ।
ଶସ୍ତା- ସୋଲାର୍ ଲଣ୍ଠନ୍ , ଲୁହା, ଷ୍ଟିଲ୍ ,ନାଇଲନ ଡ୍ରେସ୍ ,ତମ୍ବା, ଜୁତା, କପର୍ , ସୁନା , ରୂପା, ଚମଡା, ବୀମା ଇତ୍ୟାଦି ଶସ୍ତା କରାଯାଇଛେ ।

Leave A Reply

Your email address will not be published.