ମେଡିସିନ୍ ଆର୍ ଇଞ୍ଜେକ୍ସନନେ ତିଆର ଦୁର୍ଗା ମୁର୍ତି

ଅନୋଖା ଢଙ୍ଗେ ମାଁଙ୍କର ମୂତ୍ତି ତିଆର କରିକିନା ଚର୍ଚ୍ଚାନେ ଆସାମର ମୁର୍ତି କାରିଗର

0

ମେଡିସିନ୍ ଆର ଇଞ୍ଜେକ୍ସନ ନେ ୬ ଫୁଟ୍ ର ଦୁର୍ଗା ମୁର୍ତି ତିଆରି କରିଛନ ଆସାମ ଧୁବ୍ରି ଅଚଂଲ ର ସଞ୍ଜୀବ ବାସିକ । ଏକ୍ସପାଏରି ଡେଟ୍ ସରି ଯାଇଥିବାର ମେଡିସିନନେ ମୁର୍ତି ତିଆରି କରି କିନା ଚର୍ଚ୍ଚାକେ ଆସିଛନ । ତାଙ୍କର ଇ ସୁନ୍ଦର କଲାକୃତିକେ ଲୋକ କୋବଟେ ପ୍ରଶଂସା କରିଥିବାର ବେଲେ ଇହାଦେ ଇଟା ସୋସିଆଲ ମିଡିଆନେ ଭିଲ ଭାଇରାଲ ହେବାରନେ ଲାଗିଛେ । ସଞ୍ଜୀବ ପେଶା ନେ ଧୁବ୍ରି ଜିଲ୍ଲା ପ୍ରସାଶନର ଝନେ କାର୍ଯ୍ୟରତ କର୍ମଚାରି । ସଞ୍ଜୀବଙ୍କର କହେବାର ହିସାବେ କରୋନା କାଲଥି ଯେନଠାନେ ଲୋକ ଇତାର ପ୍ରତିକାର ଚାହୁଁଥିଲେ ଆର କିଛି ଇତାର ଭ୍ୟାକ୍ସିନକେ ଯୁଗିକରି ରହିଥିଲେ , ସେହି ସମିୟାନେ ତାଙ୍କର ମୁଡେ ଏନ୍ତା କିଛି କରବାର ଖୟାଲ ଆସିଥିଲା । ଯାର ବାଦ୍ ସଞ୍ଜିବ ନିଜେ ବ୍ୟବହାର ନାଇଁ ହେଉଥିବାର ମେଡିସିନ୍ ଆର ଇଞ୍ଜେକ୍ସନକେ ନେଇକରି ମାଁଙ୍କର ପ୍ରତିମା ତିଆର କରିଥିଲେ ।

Leave A Reply

Your email address will not be published.