ନାସାର ଦାବି, ଜହ୍ନନେ ମିଲଲା ପାଏନ

ନାସାର ମୁନ୍ ମିଶନ୍‌ନେ ପାଏନର ଖୋଜ ମିଲିଛେ

0

ଜହ୍ନନେ ମିଲଲା ପାଏନର ଖୋଜ । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ମୁନ୍ ମିଶନ୍‌ନେ ପାଏନର ଖୋଜ ମିଲିଛେ । ଉତ୍ତର ଆର ଦକ୍ଷିଣ ମେରୁ ପାଶେ ଥଣ୍ଡା ବଳୟ ପାଶେ କାଚ କଣିକା ଲେଖେଁ ଦିଶୁଥିବାର ପାଏନର ଖୋଜ ମିଲିଥିବାର ନେଇକରି ନାସା ଆଡୁ କୁହାଯାଇଛେ । ଚନ୍ଦ୍ରନେ ଜହ ଥଣ୍ଡା ବଳୟ ଥିବା ନେଇକରି ଆର ଗୁଟେ ବୈଜ୍ଞାନିକ ଟିମ୍ ଆକଳନ କରିଛନ୍ । ଇଥରୁ ଅନୁମାନ କରାଯାଉଛେ ଯେ, ଜହ୍ନନେ ଦୁଶରା ଜାଗା ମାନକେ ଭିଲ ପାଏନ୍ ରହିଛେ । ଇ ନେଇକରି ଗବେଷଣା ଜାରି ରହେବା ବଲି ନାସା କହିଛେ । ନାସାର ଇ ତଥ୍ୟ ଭବିଷ୍ୟତନେ ଚନ୍ଦ୍ର ଅଭିଯାନ ଲାଗି ଖୋବଟେ ସାହାଜ କରବା । ଜହ୍ନନେ ପାଏନର ଖୋଜ ବୈଜ୍ଞାନିକ ମାନେ ଜାରି ରଖିଥିବାର ବେଲେ ପାଏନ ଥିବାର ନେଇକିନା ଇହାଦେ ଝନାପଡିଛେ । ଯେନଟାକି ନାସା ଆଡୁ କୁହାଯାଉଛେ । ପୃଥିବୀନୁ ଦେଖାଯାଉଥିବାର ଚନ୍ଦ୍ରର ବଡଟେ ଗାତ୍ କ୍ଲାଭିୟସ କାର୍ଟର ଅଂଚଳନେ ପାଏନର ସନ୍ଧାନ ମିଲିଛେ ।

Leave A Reply

Your email address will not be published.