ଭାରତନୁ କରୋନା ଟିକା ଘିନବା ଶ୍ରୀଲଙ୍କା

ଆଏବାର କାଏଲ ୩ ମିଲିୟନ୍ ଡୋଜ୍ କରୋନା ଟିକା ପଠାଯିବା ଶ୍ରୀଲଙ୍କାକେ

0

ଭାରତନେ ଇହାଦେ କରୋନା ଟିକାକରଣ ପ୍ରକ୍ରିୟା ମୁଲ୍ ହେଇଛେ । କୋଭାକ୍ସିନ୍ ଆରୁ କୋଭିସିଲ୍ଡ ଟିକା ପହେଲା ଖେପେ କରୋନା ଯୋଦ୍ଧାକୁଁ ଦିଆଯାଉଛେ । ଭାରତର ନିଜସ୍ୱ ଜ୍ଞାନନେ ତିଆର କରାଯାଇଥିବା ପୁନେ ସିରମ୍ ଇନଷ୍ଟିଚ୍ୟୁଟ୍ ଆରୁ ଭାର ବାୟୋଟିକ୍ ଆଡୁ ଟିକା ଦିଆଯାଉଛେ । ସେଆଡେ ଭାରତରୁ ୨-୩ ମିଲିୟନ୍ ଡୋଜ କରୋନା ଟିକା ଘିନବା ଶ୍ରୀଲଙ୍କା । ସିରମ୍ ଇନଷ୍ଟିଚ୍ୟୁଟ୍ ତିଆରି କରୁଥିବାର କରୋନା ଟିକା କୋଭିସିଲ୍ଡ ଶ୍ରୀଲଙ୍କା ପଠାଯିବା । ଆଏବାର କାଲି ଭାରତନୁ କୋଭିସିଲ୍ଡ ଟିକା ଗୁଟେ ସ୍ୱତନ୍ତ୍ର ବିମାନନେ କଲମ୍ବୋ ପଠାଯିବା । ମୋଟ୍ ୨୫୦,୦୦୦ ଲୋକ ଉପକୃତ ହେବେ ଇଥରୁ । ଭାରତ ସାଙ୍ଗେ ଚୀନ୍‌ନୁ ୩୦୦,୦୦୦ ମାହାଲିଆ ଟିକା ନେବାର ସାଙ୍ଗେ ଋଷ ସରକାରକୁଁ ଭିଲ୍ ଟିକା ଲାଗି ଅନୁରୋଧ କରବେ ଶ୍ରୀଲଙ୍କା ସରକାର । ଭାରତ ସରକାର ଶ୍ରୀଲଙ୍କା, ଭୁଟାନ, ମାଳଦ୍ୱୀପ, ନେପାଳ, ବାଂଲାଦେଶ, ମିଆଁମାର, ମରିସସ୍ ଆରୁ ସେସେଲ୍ସକେ କରୋନା ଟିକା ପଠେଇ ସାରିଛେ ।

Leave A Reply

Your email address will not be published.