ପହେଲା ଦିନର୍ ଖେଲ ସରବାର୍‌ତକ୍ ଅଷ୍ଟ୍ରେଲିଆ ୧୬୬/୨

ଡେରିନେ ଆରମ୍ଭ୍ ହେଲା ସିଡ୍‌ନୀ ଟେଷ୍ଟ୍

0

ଭାରତ ଆରୁ ଅଷ୍ଟ୍ରେଲିଆ ଭିତରେ ବର୍ଡର୍‌-ଗାଭାସ୍କର୍ କ୍ରିକେଟ୍ ସିରିଜ୍‌ର ୩ ନମ୍ବର୍ ଟେଷ୍ଟ୍ ସିଡ୍‌ନୀ ଠାନେ ଆରମ୍ଭ୍ ହେଇଯାଇଛେ । ପହେଲା ଦିନର୍ ଖେଲ ସରବାର୍‌ତକ୍ ଅଷ୍ଟ୍ରେଲିଆ ୧୬୬ ରନ୍ କରିଛେ ଆର୍ ତାଙ୍କର୍ ଦୁଇଟା ଖେଲାଲୀ ଆଉଟ୍ ହେଇସାରିଛନ୍ । ମାରନସ୍ ଲବୁସେଁ ୬୭ ଆର୍ ଷ୍ଟିଭେନ୍ ସ୍ମିଥ୍ ୩୧ ରନ୍ କରିକରି ଅପରାଜିତ୍ ଅଛନ୍ । ଭାରତ ଆଡୁ ମହମ୍ମଦ୍ ସିରଜ୍ ଆର୍ ନବଦୀପ୍ ସାଏନେ ଜନେ ଜନେ ଖିଲାଡିକୁଁ ଆଉଟ୍ କରିଛନ୍ ।


ଆଜି ଟସ୍ ଜିତିକରି ଅଷ୍ଟ୍ରେଲିଆ ପହେଲା ବ୍ୟାଟିଂ କରବାର୍ ଫଏସଲା କରିଥିଲା ବାକି ବର୍ଷାର୍ ଲାଗି ଆଉଟ୍‌ଫିଲ୍ଡନେ ଅସବିଧା ଥିବାର୍ ଲାଗି ମ୍ୟାଚ୍ ଡେରିନେ ଆରମ୍ଭ୍ ହେଇଥିଲା । ହେଥିର୍ ଲାଗି ପହେଲା ଦିନ ଖାଲି ୫୫ ଓଭର୍‌ର ଖେଲ୍ ହେଇପାରିଥିଲା । ଇହାଦେ ଯେହେତୁ ଲବୁସେଁ ଆର୍ ସ୍ମିଥ୍ ଅପରାଜିତ୍ ଅଛନ୍‌ତାଲି ଆଏବାର୍ କାଲି ଭାରତ୍ ସେମାନକୁ ଜଲଦି ଆଉଟ୍ କରବାର୍‌ଟା ଜରୁରୀ ଆଏ । ନାଇଁ ହେଲେ ଭାରତର୍ ଲାଗି ଆଏବାର୍ ସମିଆନେ ବହୁତ୍ ମୁସ୍କିଲ୍ ହେଇଯିବା ବଲିକରି କୁହାଯାଉଛେ ।

Leave A Reply

Your email address will not be published.