କାହାକେ ଦିଆଯିବା କେନ୍ ଟିକା

0

କରୋନାର ଗ୍ରାଫ୍ ବଢି ଚାଲିଛେ । ଗଲା କେତେ ଦିନ୍ ହେଲା ଲଗାତାର ୬ ହଜାର ଉପରେ ରହୁଥିବାର୍ ବେଲକେ ଆଏଜ୍ ସଂଖ୍ୟା ୮ ହଜାର ପାର କରିଛେ । ସୁନ୍ଦରଗଡ ଜିଲ୍ଲାନୁ ୯୩୩ ଝନ୍ ପଜିଟିଭ୍ ବାହାରିଥିବାର୍ ବେଲକେ ଝାରସୁଗୁଡାନୁ ୪୩୩ ଆର୍ ବଲାଙ୍ଗିରନୁ ୩୫୮ ଝନ୍ ପଜିଟିଭ୍ ବାହାରିଛନ୍ । ଖାଲି ଇ ୩ ଟା ଜିଲ୍ଲା ନାଇଁସେ ସବୁ ଜିଲ୍ଲାନୁ ଏବେ ବେଶୀ ସଂଖ୍ୟାନେ ବାହାରୁଛନ୍ ପଜିଟିଭ୍ । ଗୁଟେ ଆଡେ ରାଏଜେ କରୋନା ପଜିଟିଭ୍ ସଂଖ୍ୟା ବଢି ବଢି ଚାଲିଥିବାର୍ ବେଲକେ କାହାକେ କେନ୍ ଟିକା ଦିଆଯିବା ସେ ବାବଦେ ଜାନମା ଇ ଭିଡିଓନେ ।

 

Leave A Reply

Your email address will not be published.