ବଲାଙ୍ଗିର୍ ପରିବା ବଜାର୍‌ନେ ବଲାଙ୍ଗିର୍ ଜିଲ୍ଲାପାଳ ତଦାରଖ୍ କରିଛନ୍

0

କରୋନା ମହାମାରୀ ଲାଗି ବଲାଙ୍ଗିର୍ ର୍ ଡେଲି ମାର୍କେଟ୍‌କେ ସେନେ ରହିଥିବାର୍ କଲା ମଣ୍ଡପ୍ ପଡିଆକେ ଉଠା ଯାଈଛେ । ପରିବା ଦୁକାନି ମାନେ ସାମାଜିକ୍ ଦୂରି ରଖିକରି ସେନ ପରିବା ବିକ୍ରି କରୁଥିବାର୍ ବେଲେ ସେନକେ ଆସୁଥିବାର୍ ଲୋକ୍ ମାନକୁଁ ସଚେତନ୍ କରଉଛନ୍ । ମାର୍କେଟ୍ ନେ କେନ୍ତା କାଣା ଲୁକେ କୋଭିଡ୍ ନିୟମ୍ ମାନିକରି ସବୁ କିଣା ବିକା କରୁଛନ୍ ସେନେଇକରି ବଲାଙ୍ଗିର୍ ଜିଲ୍ଲାପାଳ ତଦାରଖ୍ କରିଛନ୍ । ସେନ ସବୁ ନିୟମ୍ ହିସାବେ ପରିବା ଦୁକାନି ଲୁକକୁଁ କେନ୍ତା ସତର୍କ କରୁଛନ୍ ଦେଖ୍‌ମା ଇ ଭିଡିଓନେ ।

Leave A Reply

Your email address will not be published.