ଖୁଲବା ସ୍କୁଲ୍‌

ଜାନୁଆରୀ ୮ ତାରିଖନୁ ରାଜ୍ୟନେ ଖୁଲବା ସବୁ ସ୍କୁଲ୍‌, ଶହେ ଦିନିଆଁ ପାଠ୍ୟକ୍ରମ୍ ହିସାବେ ପାଠ୍ ପଢାଯିବା

0

ରାଜ୍ୟନେ ଜାନୁଆରୀ ୮ ତାରିଖନୁ ଖୁଲବା ସ୍କୁଲ୍ । ଇ ବରଷ୍ ଶହେ ଦିନ୍ ଛୁଆଁକୁ ସ୍କୁଲନେ ଶିକ୍ଷାଦାନ୍ ଦିଆଯିବା । ଇ ନେଇକରି ରାଜ୍ୟ ବିଦ୍ୟାଳୟ ଆର ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ । ସ୍କୁଲ ଖୁଲବାର ସାଙ୍ଗେ ଆଏବାର ମେ ୩ ତାରିଖନୁ ୧୫ ତାରିଖ ତକ୍ ବୋର୍ଡ ପରୀକ୍ଷା ହେବା । ଖାଲି ଦଶମ ଆରୁ ଦ୍ୱାଦଶ ଶ୍ରେଣୀନେ ପଢୁଥିବାର ଛାତ୍ରଛାତ୍ରୀମାନେ ପାଠ ପଢବାକେ ଯିବେ । ମାଧ୍ୟମିକ୍ ଶିକ୍ଷା ପରିଷଦ୍ ଆରୁ ଉଚ୍ଚ ମାଧ୍ୟମିକ୍ ଶିକ୍ଷା ପରିଷଦ ଆଡୁ ହେୁଥିବାର ବାର୍ଷିକ ପରୀକ୍ଷା ଲାଗି ଛାତ୍ରଛାତ୍ରୀ ମାନକୁଁ ପ୍ରସ୍ତୁତ କରାଯିବା । ଇ ସବୁ ଲାଗି ଇହାଦେ ସ୍କୁଲ ଖୁଲବାର ନେଇକରି ନିଷ୍ପତ୍ତି ନେଇଛନ୍ ରାଜ୍ୟ ସରକାର । ବୋର୍ଡ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବାର ଦଶମ୍ ଶ୍ରେଣୀ ଛାତ୍ରଛାତ୍ରୀକଁର ଲାଗି ଜାନୂଆରୀ ୮ ତାରିଖନୁ ଏପ୍ରିଲ୍ ୨୬ ତାରିଖ ତକ୍ ପାଠପଢା ଯିବା ।

ସେନ୍ତା ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀକଁର ପାଠପଢା ଜାନୁଆରୀ ୮ନୁ ଏପ୍ରିଲ୍ ୨୮ ତାରିଖ୍ ତକ୍ ଚାଲବା । ସେଆଡେ ଦଶମ ଶ୍ରେଣୀ ଛୁଆକଁର ପ୍ରାକ୍ଟିକାଲ୍ ପରୀକ୍ଷାମାନେ ଏପ୍ରିଲ୍ ୨୭ ତାରିଖ୍‌ନୁ ମେ ଦୁଇ ତାରିଖ ତକ୍ ହେବା । ସେନ୍ତା ଦ୍ୱାଦଶ ଶ୍ରେଣୀ ଛୁଆଁକଁର ପ୍ରକ୍ଟିକାଲ ପରୀକ୍ଷା ଏପ୍ରିଲ୍ ୨୯ ତାରିଖନୁ ମେ ୧୪ ତାରିଖ ତକ୍ ଚାଲବା । ଶହେ ଦିନିଆଁ ପାଠପଢାନେ ଶନିବାର ରଏବାର ଦିନ୍ ଭିଲ୍ ପାଠପଢାଯିବା । ଇଥର ଲାଗି ଗୁଟେ ମାର୍ଗଦର୍ଶିକା ଜାରି କରାଯାଇଛେ । ଇ ହିସାବେ ସବୁ ସରକାରୀ ଆରୁ ଘରୋଇ ଶିକ୍ଷାନୁଷ୍ଠାନ୍ ମାନେ ଚାଲବା । କୋଭିଡ୍ ଗାଇଡ୍ ଲାଇନ୍‌କେ ଆଏଁଖ ଆଗାଡେ ରଖିକରି ପାଠପଢାଯିବା । ସବୁ ଛୁଆକଁର ସୁରକ୍ଷା ଉପରେ ଅଏତକା ଗୁରୁତ୍ୱ ଦିଆଯାଇଛେ ।

Leave A Reply

Your email address will not be published.