ହେରିଟେଜ୍‌ ଭବନ୍‌ ହେଲା ସମ୍ବଲପୁରର ମୁଖିଆ ଡାକ୍‌ଘର୍‌

0

ଭାରତ ସରକାରକଁର୍‌ ଯୋଗାଯୋଗ୍‌ ମନ୍ତ୍ରାଲୟ ଅଧିନନେ ରହିଥିବାର୍‌ ପୁରନା ୮ଟା ଡାକଘର୍‌ କେ ସରକାରକଁର୍‌ ହେରିଟେଜ୍‌ ଆର୍‌ ମ୍ୟୁଜିୟମ୍‌ ପରିଚାଲନା ସଂସ୍ଥା ଆଡୁ ଡିସେମ୍ବର୍‌ ୮ ତାରିଖ୍‌ ନେ ହେରିଟେଜ୍‌ ଭବନ୍‌ (ପ୍ରାଚୀନ କୀର୍ତ୍ଥି ) ହିସାବେ ମାନ୍ୟତା ଦିଆଯାଇଛେ । ସେ ଭିତରୁ ସମ୍ବଲପୁରର୍‌ ମୁଖିଆ ଡାକ୍‌ଘର୍‌କେ ବି ହେରିଟେଜ୍‌ ଭବନ ବଲିକରି ସରକାରକଁର୍‌ ଆଡୁ ମାନ୍ୟତା ମିଲିଛେ । ସମ୍ବଲପୁରର ଡାକଘର୍‌କେ ହେରିଟେଜ୍‌ ଭବନ ଘୋଷଣା କରବାର ଲାଗି ଓଡିଶା ର୍‌ ଡାକ୍‌ ବିଭାଗ ଆଡୁ ଖବର୍‌ ଦିଆ ଯାଇଥିଲା ।

 

ସମ୍ବଲପୁରର ଡାକ୍‌ଘର୍‌ କଲିକତା-ମୁମ୍ବାଇ୍‌ ର ଯୋଗାଯୋଗ୍‌ ଦିଗେ ବହୁତ୍‌ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିଭଉଥିବାର୍‌ ଦେଖ୍‌ବାର୍‌ କେ ଆସିଛେ । ସମ୍ବଲପୁରର୍‌ ଡାକଘର୍‌ ୧୯୦୦ ମସିହାନେ ଥାପନା କରାଯାଇଥିଲା । ପହେଲା ନୁ ୧୭୯୩ ମସିହାନୁ ଡାକ୍‌ କାମ୍‌ ସବୁ ଚାଲୁ ହେଇଥିବାର୍‌ ବେଲେ ୧୮୧୮ ନୁ ଉପ୍‌ ଡାକପାଲ ଆର୍‌ ତାର୍‌ ଉତାରୁ ଡାକ୍‌ପାଲ୍‌ ସୁବିଧା ହେଇଥିଲା । ଓଡିଶାର୍‌ ସମ୍ବଲପୁର୍‌ ସାଙ୍ଗେ ଗୁଜୁରାଟ, ହିମାଚଲ,କର୍ଣ୍ଣାଟକ, ମଧ୍ୟ ପ୍ରଦେଶ ର ଟୋଟାଲ୍‌ ଆଠ୍‌ଟା ପୁରନା ଡାକ୍‌ଘର୍‌ କେ ହେରିଟେଜ୍‌ ଭବନ ହିସାବେ ଘୋଷଣା କରାଯାଇଛେ ।

Leave A Reply

Your email address will not be published.