Browsing Tag

11 arrested

ଜିଏସ୍‌ଟି ଠକେଇ ମାମଲାନେ ଆର ଜନେ ଗିରଫ୍‌

ରାଉରକେଲାନେ ଜିଏସ୍‌ଟି ଠକେଇ ଘଟନାନେ ଆର ଜନକୁ ଗିରଫ୍‌କରିଛେ ଡିଜିଜିଆଇ । ଜନେ ବେବସାୟୀକୁଁ ଜିଏସଟି ଠକେଇ ଅଭିଯୋଗନେ ଗିରଫ କରାଯାଇଛେ । ଗିରଫ୍ ଅଭିଯୁକ୍ତ ହେଲେ ରାଉରକେଲା ବାସନ୍ତୀକଲୋନୀର ସନ୍ତୋଷ କୁମାର ଗୁପ୍ତା । ଗିରଫ୍ ଉତାରୁ ରାଉରକେଲା ଏସଡିଜିଏମ୍ କୋର୍ଟନେ ହାଜର କରାଯାଇଥିବାର…