Browsing Tag

Agriculture and Farmers Welfare

ସ୍ଥଗିତ୍ ହେବା କୃଷି ଆଇନ୍‌!

କେନ୍ଦ୍ର ନୂଆଁ କୃଷି ଆଇନ ବିରୋଧନେ ଇହାଦେ ଭିଲ୍ ଚାଷୀ ପ୍ରତିବାଦ୍ କରିଆସୁଛନ୍ । ଚାଷୀ ସଂଗଠନ୍ ଆରୁ ସରକାରକଁର ଭିତରେ ଇ ପ୍ରସଙ୍ଗନେ ବାରମ୍ବାର ବୈଠକ ହେଇଆସୁଥିଲେ ଭିଲ୍ ଇହାଦେ ତକ୍ କେନସି ସମାଧାନ୍ ନାଇଁ ହେଇପାରି । ସେଆଡେ ଇ ପ୍ରସଙ୍ଗନେ ଫେର୍‌ଘାଏ ସୁପ୍ରିମ୍‌କୋର୍ଟ ହସ୍ତକ୍ଷେପ୍ କରିଛନ୍…

ନାଇଁ ହେଲା ସମାଧାନ୍‌

ଫେର୍ ଫେଲ୍ ମାରଲା ସରକାର ଆରୁ ଚାଷୀ ସଂଗଠନ୍ ଭିତରେ ବସିଥିବାର ବୈଠକ୍ । ଆଠ ନମ୍ବର ଥର ଲାଗି ଆଏଜ୍ ଫେର୍ ବୈଠକ ବସିଥିଲା ଦିଲ୍ଲୀର ବିଜ୍ଞାନ ଭବନନେ । କେନ୍ଦ୍ରର ନୂଆଁ କୃଷି ଆଇନକେ ବିରୋଧ କରି ଭିନ୍ ଭିନ୍ ଚାଷୀ ସଂଗଠନ୍ ଇହାଦେ ଭିଲ୍ ଧାରନା ଦେଇକରି ବସିଛନ୍ । ହେଲେ ଇନେଇକରି ବାରମ୍ବାର…