ଅସ୍ତ୍ରୋପ୍ରଚାର୍‌ କର୍‌ବେ ଆୟୁର୍ବେଦିକ୍‌ ଡାକ୍ତର୍

ଅସ୍ତ୍ରୋପ୍ରଚାର୍‌ ଲାଗି କେନ୍ଦ୍ରସରକାର୍‌ ଦେଲେ ଅନୁମତି

0

 ଆୟୁର୍ବେଦିକ୍‌ ଡାକ୍ତର୍‌ ମାନେ ବି କରିପାର୍‌ବେ ଅସ୍ତ୍ରୋପ୍ରଚାର୍‌ ବୋଲି କେନ୍ଦ୍ର ସରକାର୍‌ ନୋଟିସ୍‌ ବାହାର୍‌ କରିଛନ୍‌ । ଅର୍ଥୋପେଡିକ୍‌ , ଇଏନ୍‌ଟି, ଆଖି ଆର୍‌ ଦାନ୍ତ୍‌ ଅସ୍ତ୍ରୋପଚାର୍‌ ଆର୍‌ ଚିକିତ୍ସା ସାଙ୍ଗେ ଜେନେରାଲ୍‌ ସର୍ଜରୀ ଭିଲ୍‌ କରିପାରବେ । ଆୟୋର୍ବେଦିକ୍‌ ପଢିଥିବାର୍‌ ଛାତ୍ରଛାତ୍ରୀ ମାନକୁଁ ଇ ସୁଯୋଗ୍‌ ଦିଆଯିବା । ଇତାର୍‌ ଲାଗି ଇଣ୍ଡିଆନ୍‌ ମେଡିସିନ୍‌ ସେଣ୍ଟ୍ରାଲ୍‌ କାଉନସିଲ୍‌ ରେଗୁଲେସନ୍‌ ଆଇନ୍‌ ୨୦୧୬ କେ ବଦ୍‌ଲେଇ କରି ନୁଆ ନିୟମ୍‌ ଲାଗୁ କରବେ କେନ୍ଦ୍ର ସରକାର୍‌ । ସରକାର୍‌ ଆଡୁ ବିଜ୍ଞପ୍ତି ନଭେମ୍ବର୍‌ ୧୯ନେ ବାହର୍‌ କରିଥିଲେ । ଆୟୁର୍ବେଦିକ୍‌ ପାଠ୍ୟକ୍ରମ୍‌ ଥି ଶଲ୍ୟ ( ଜେନେରାଲ୍‌ ସର୍ଜରୀ) ଆର୍‌ ଶାଲକ୍ୟ (ଇଏନ୍‌ଟି ,ହାଡ୍‌ ଭଙ୍ଗା୍‌ ) ଲେଖେ ଦୁଇଟା ପାଠ୍ୟକ୍ରମ୍‌ ରହେବା । ଶଲ୍ୟକେ ଏମ୍‌ଏସ୍‌ -ଆୟୁର୍ବେଦ୍‌ ବୋଲି ନାଁ ଦିଆଯିବା ଆର୍‌ ଆୟୁର୍ବେଦ୍‌ ପଦ୍ଧତି ହିସାବେ ଇଥିର୍‌ ଶିକ୍ଷା ଦିଆଯିବା । ଇ ଶିକ୍ଷାପ୍ରାପ୍ତ୍‌ କଲା ଉତାରୁ ଡାକ୍ତର୍‌ ମାନେ ସ୍ୱାଧୀନ୍‌ ହିସାବେ ଚିକିତ୍ସା କରିପାରବେ । ହେଲେ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ (ଆଇଏମ୍‌ଏ) ଆଡୁ ସରକାରକଁର୍‌ ଇ ପଦକ୍ଷେପ୍‌କେ ବିରୋଧ୍‌ କରାଯାଉଛେ ।

Leave A Reply

Your email address will not be published.