Browsing Tag

baragh administration

ଇ ବଛର୍ ନାଇଁହୁଏ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା !

ବିଶ୍ୱର ସବୁନୁ ବଡ ଖୁଲା ମଂଚନେ ହେଉଥିବାର ନାଟକ ବରଗଡ଼ର ଧନୁଯାତ୍ରା । ୧୧ ଦିନ୍ ତକ୍ ।ହଉଥିବାର ଇ ଯାତ୍ରା ବିଶ୍ୱ ପ୍ରସିଦ୍ଧ । ଇ ୧୧ ଦିନ୍ ତକ୍ ମଥୁରା ନଗରୀ ବନୁଥିବାର ବରଗଡ଼ର ରଜା ହେଇଥିସନ୍ ମହାରାଜା କଂସ । କୃଷ୍ଣକଁର ଜନ୍ମନୁ ନେଇକରି ସବୁ ଲିଲାଖେଲା ଆରୁ କଂସ ବଧ ତକ୍ ଚାଲସି ଯାତ୍ରା ।…

ଖରିଫ୍ ଧାନ୍ ଘିନା ଲାଗି ପ୍ରସ୍ତୁତି

ଖରିଫ୍ ଧାନ୍ ଘିନା ନେଇକରି ମୁଲ ହେଇଛେ ପ୍ରସ୍ତୁତ୍ । ବରଗଡ଼ ଜିଲ୍ଲାନେ ଆଏବାର ୯ ତାରିଖନୁ ଧାନ୍ ଘିନା ମୂଲ ହେବାର ନେଇକରି ଜନାପଡିଛେ । ଇ ବଛର ଧାନ୍ ଘିନାନେ ଯେନ୍ତା କେନସି ଅସବିଧା ନାଇଁ ହୁଏ ସେ ନେଇକରି ବୈଠକ କରାଯାଇକରି ଆଲୋଚନା କରାଯାଇଛେ । ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନକଁର…