Browsing Tag

boudh collector

ଧରାପଡଲା ନିଆଁଲଗଉ

ନିଆଁର ଆଁ ଭିତରେ ରହିଛେ ରାଜ୍ୟର କେତନି ଜଙ୍ଗଲ । ଜଙ୍ଗଲନେ ନିଆଁ ଲାଗବାର ଘଟନା ନୂଆଁ ନାଇଁ ହେଇଥିଲେ ଭିଲ୍ ଏକାସାଙ୍ଗେ ଏତକିଟେ ଜଙ୍ଗଲ ନିଆଁ ଘେରନେ ରହେବାର କଥା ଚିନ୍ତା ବଢେଇଛେ । ବନବିଭାଗ ଆରୁ ରାଜ୍ୟ ସରକାରକଁର ମୁଡଦୁଖା ବନିଥିବାର ବେଲକେ ଜଙ୍ଗଲୀ ଜୀବ୍ ସହର ମୁହାଁ ହେଇଛନ୍ । ବନବିଭାଗ…

ବୌଦ୍ଧର ସୁନାର ଇତିହାସ୍‌

ଗଡଜାତ୍ ହିସାବେ ଜନା ବୌଦ୍ଧ କଳା, ସଂସ୍କୃତି, ଐତିହ୍ୟନେ ଭରପୁର ରହିଛେ । ହଜାର ହଜାର ବଛର ପୁରନା ଇ ସହରନେ କେତନି ପ୍ରତାପି ରାଜା ଶାସନ କରିଯାଇଛନ୍ । ଆର ସେମାନକଁର ସୁନ୍ଦର କାମ୍ ମାନେ ଇହାଦେ ଭିଲ୍ ସେ ମହାନ୍ ଇତିହାସର ସ୍ମୃତି ଧରିକରି ରହିଛେ । ବୌଦ୍ଧନେ ରହିଛେ ବହୁତ୍ ପୁରନା ମନ୍ଦିର,…